Video: ପୁରୁଷଙ୍କ ଅପେକ୍ଷା ମହିଳାମାନେ ସାଧାରଣତଃ ସାପକୁ ଅଧିକ ଭୟ କରିଥାନ୍ତି । କିନ୍ତୁ ଏଠାରେ ଜଣେ ମହିଳା ଏକ ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡୁଛନ୍ତି । ମହିଳା ଜଣକ ଶାଢୀ ପିନ୍ଧି ସାପକୁ ଉଦ୍ଧାର କରିଥିବା ସମୟର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଛି ବ୍ୟକ୍ତି କମେଣ୍ଟ ମାଧ୍ୟମରେ ମହିଳାଙ୍କ ସାହସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.