Advertisement
Videos Details/odisha/zeeodisha2081084
Video ThumbnailPlay icon

Dhanuyatra End: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି , ବିରହ, ଅନ୍ୟାୟ , ଅନିତି ଓ ଅତ୍ୟାଚାର କୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦିର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରା କୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାର ର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ୱାର ରେ ଥିଲା କୁବଳୟା ହସ୍ତି । କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧା ଙ୍କୁ ବଦ୍ଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ | ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକ ଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମ ର ଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା | ତେବେ ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସ କୁ ବଧ କରି ମଥୁରାବାସୀ ଙ୍କୁ କଂସ ର ଅତ୍ୟାଚାରରୁ ମୁକ୍ତ କରାଇଥିଲେ ।
Video: ନାଚ ଛାଡି ଯାତ୍ରା ମଞ୍ଚରେ ଏମିତି କିଛି କଲେ ସାହୁ ଭାଉଜ, ସମସ୍ତେ କାବା !
Play icon00:33
Viral Video: ଖଣ୍ଡିଗିରିରେ ଯାତ୍ରା ଆଇଟମ ଡ୍ୟାନସର ଅଭିନେତ୍ରୀ ରାଣୀଙ୍କୁ ବିରୋଧ
Play icon02:43
Road accident: ଟାୟାର ଫାଟିବାରୁ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଲା ବସ୍, ୮ ଜଣଙ୍କ ମୃତ୍ୟୁ, ୬ ଆହତ
Play icon00:15
Viral Video: ପାର୍କରୁ ଭାଇରାଲ ହେଲା ଯୁବକ-ଯୁବତୀଙ୍କ ଭିଡିଓ
Play icon00:17
Video: ପାଣି ପିଉଥିଲା ହାତୀ, ହଠାତ୍ ଆକ୍ରମଣ କଲା କୁମ୍ଭୀର, ଦେଖନ୍ତୁ କିଏ ଜିତିଲା ମୃତ୍ୟୁର ବାଜି? ଭିଡିଓ ଭାଇରାଲ୍
Play icon00:28
Viral Video: ମନାଲୀରୁ ଭାଇରାଲ ହେଲା ରୁପାପିଣ୍ଟୁଙ୍କ ଭିଡିଓ
Play icon00:19
Viral Video: ପୁଣି ଥରେ କଲେଜ ଛାତ୍ରୀଙ୍କର ନିଛାଟିଆ ଅଞ୍ଚଳରୁ ଭାଇରାଲ ହେଲା ୩୦ ସେକେଣ୍ଡର ଭିଡିଓ
Play icon00:30
କୁମ୍ଭ ମେଳାରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଦେଖନ୍ତୁ...
Play icon02:33
 ବାର୍ଥ ଟବ୍-ରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:50
ଲିଫ୍ଟରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:55
Anu Choudhury Viral Video: ହୋଟେଲରୁ ଭାଇରାଲ୍ ହେଲା ଅନୁ ଚୌଧୁରୀଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...
Play icon00:55
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Dance Video: ରୂପା-ପିଣ୍ଟୁଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍, ଦେଢ଼ ଲକ୍ଷରୁ ଅଧିକ କରି ସାରିଲଣି ଲାଇକ୍
Play icon00:33
Video: ପୋଲିସ ଡ୍ରେସରେ ଏମିତି ରିଲ୍ସ, ଦେଖିଲେ କହିବେ ୱା ୱା...
Play icon00:47
Rourkela Train Derails: ଟ୍ରାକରୁ ଖସି ରାଉରକେଲା ଜନବସତି ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ
Play icon00:48
Video: ଯୁବତୀଙ୍କୁ ଧରି ପାଣିକୁ ଡେଇଁଲେ ଯୁବକ, ଭିଡିଓ ଭାଇରାଲ୍
Play icon00:16
Video: ଯାତ୍ରା ମଞ୍ଚରେ ବିରାଟ ଶିବଲିଙ୍ଗ, ଥରେ ଦେଖନ୍ତୁ ଏହି ଭିଡିଓ
Play icon01:22
Malkangiri: ଟଙ୍କା ଗଦାରେ ଶୋଉଥିଲେ ସରକାରୀ ବାବୁ! ଦେଢ କୋଟି ଟଙ୍କାର କ୍ୟାସ୍ ଜବତ, ଦେଖନ୍ତୁ ଭିଡିଓ
Play icon00:19
Video: କ୍ୟାମେରାମ୍ୟାନ ସାଜିଲେ ପପୁ ପମପମ୍, ଭିଡିଓ ଭାଇରାଲ୍
Play icon00:45
Viral video: ପାର୍କରୁ ଭାଇରାଲ୍ ହେଲା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
ଫୁଲ ବଗିଚାରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ,ଦେଖନ୍ତୁ
Play icon01:30
Prakruti Mishra Video: ଜଙ୍ଗଲ୍ ଭିତରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ
Play icon00:29
Viral Video: ପୁଣି ଭାଇରାଲ୍ ହେଲା ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଆଉ ଏକ ଭିଡିଓ
Play icon01:19
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
BJD Politician: ବିଜେଡି ନେତ୍ରୀ ଏଲିନାଙ୍କର ୨୬ ସେକେଣ୍ଡର ଭିଡିଓ ଭାଇରାଲ
Play icon00:28
Video: ଚର୍ଚ୍ଚିତ ୟୁଟୁବର ରୂପା-ପିଣ୍ଟୁଙ୍କ ଭିଡିଓ କାଶ୍ମୀରରୁ ଭାଇରାଲ୍
Play icon00:19
Human Sagar Wife Video: ପୁଣି ଚର୍ଚ୍ଚାରେ ଗାୟକ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା, ଭାଇରାଲ ହେଲା ଭିଡିଓ
Play icon01:20
Video: ଜଙ୍ଗଲିଆ ରାସ୍ତାରେ କୁକୁର ସହ ଏମିତି ହରକତ କଲେ ଯୁବକ, ଭିଡିଓ ଭାଇରାଲ୍
Play icon00:23
Video: ଶୂନଶାନ ରାସ୍ତାରେ ଓଡ଼ିଆ ଅଭିନେତ୍ରୀଙ୍କ ହରକତ, ୧୭ ସେକେଣ୍ଡର ଭିଡିଓ ଭାଇରାଲ
Play icon00:17
Actress Debjani Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...ଭାଇରାଲ ହେଲା ଭିଡିଓ
Play icon00:50