World Cup 2023 Viral Video: ଶନିବାର ଦିନ ବିଶ୍ୱକପ ୨୦୨୩ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାଇ ଭୋଲଟେଜ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଶଂସକମାନେ ଧର୍ମଶାଳା ଗ୍ରାଉଣ୍ଡରେ ଭାରତ ମାତା କି ଜୟ ଓ ବନ୍ଦେ ମାତରାମଙ୍କ ସ୍ଲୋଗାନ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏଠାରେ ଦେଖନ୍ତୁ ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.