IND vs SA :ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା, ୫ ଓ୍ୱିକେଟରେ ଜିତିଲା
Advertisement

IND vs SA :ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା, ୫ ଓ୍ୱିକେଟରେ ଜିତିଲା

India v South Africa Live: ଟି-୨୦ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ଉପରେ ଭାରତର ପଲ୍ଲା ଭାରି ରହିଛି । ଟି-୨୦ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଦଳ ଏପର୍ଯ୍ୟନ୍ତ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ଚାରିଟି ମ୍ୟାଚରେ ଜିତିଛି ।

 

IND vs SA :ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା, ୫ ଓ୍ୱିକେଟରେ ଜିତିଲା
LIVE Blog

India v South Africa LIVE: ଆଜି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଏକ ରୋମାଞ୍ଚକର ରବିବାର । ଏହି ରୋମାଞ୍ଚକର ରବିବାରରେ ତିନୋଟି ମ୍ୟାଚ୍ ରହିଛି ଓ ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ (Perth Stadium) ଖେଳାଯାଉଛି। ଏହା ଚଳିତ ବର୍ଷ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ (India v South Africa) ମଧ୍ୟରେ ନବମ ଟି-୨୦ ମ୍ୟାଚ୍। ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ସହ ଏକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିଥିଲା, ଯେଉଁଠାରେ ଟିମ୍ ଇଣ୍ଡିଆ (Indian Team) ସିରିଜକୁ ୨-୧ ରେ ଜିତି ନେଇଥିଲା । ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଗ୍ରୁପ୍-୨ ଟେବୁଲର ଶୀର୍ଷରେ ଥିବାବେଳେ, ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । 

30 October 2022
20:07 PM

ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ୫ ଓ୍ୱିକେଟ ହରାଇ ଦୁଇଟି ବଲ ବାକି ଥାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। 

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 137/5

ବ୍ୟାଟସମ୍ୟାନ
ଓ୍ୱେନ ପର୍ଣ୍ଣେଲ: 2(5 ବଲ)
ଡାଭିଡ ମିଲର: 59(46 ବଲ)

20ତମ ଓଭର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 0

19:56 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 128/5

ବ୍ୟାଟସମ୍ୟାନ
ଓ୍ୱେନ ପର୍ଣ୍ଣେଲ: 1(3 ବଲ)
ଡାଭିଡ ମିଲର: 51(44 ବଲ)

19ତମ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

19:53 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 122/5

ବ୍ୟାଟସମ୍ୟାନ
ଓ୍ୱେନ ପର୍ଣ୍ଣେଲ: 0(2 ବଲ)
ଡାଭିଡ ମିଲର: 46(39 ବଲ)

18ତମ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 6
ତୃତୀୟ ବଲ : 1(LB)
ଚତୁର୍ଥ ବଲ : W
ପଞ୍ଚମ ବଲ : 0
ଷଷ୍ଠ ବଲ : 0

19:51 PM

ପଞ୍ଚମ ଓ୍ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା। ୬ ରନ କରି ଆଉଟ ହେଲେ ତ୍ରିଷ୍ଟାନ ଷ୍ଟବ୍ସ। 

19:48 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 109/4

ବ୍ୟାଟସମ୍ୟାନ
ତ୍ରିଷ୍ଟାନ ଷ୍ଟବ୍ସ: 6(5 ବଲ)
ଡାଭିଡ ମିଲର: 34(36 ବଲ)

17ତମ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

19:46 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 102/4

ବ୍ୟାଟସମ୍ୟାନ
ତ୍ରିଷ୍ଟାନ ଷ୍ଟବ୍ସ: 1(1 ବଲ)
ଡାଭିଡ ମିଲର: 32(34 ବଲ)

16ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : w
ପଞ୍ଚମ ବଲ : 1
ଷଷ୍ଠ ବଲ : 1

19:38 PM

ଦକ୍ଷିଣ ଆଫ୍ରିକାକୁ ଲାଗିଲା ଚତୁର୍ଥ ଝଟକା। ୫୨ ରନ କରି ଆଉଟ ହେଲେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ ଆଡେନ ମାକ୍ରମ। 

19:28 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 95/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 50(39 ବଲ)
ଡାଭିଡ ମିଲର: 28(31 ବଲ)

15ତମ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1(wide)
ଅତିରିକ୍ତ ବଲ: 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 2
ଷଷ୍ଠ ବଲ : 0

19:27 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 85/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 43(35 ବଲ)
ଡାଭିଡ ମିଲର: 26(29 ବଲ)

14ତମ ଓଭର (ରବିଚନ୍ଦ୍ରନ ଅଶ୍ୱିନୀ)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 6

19:23 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 68/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 36(33 ବଲ)
ଡାଭିଡ ମିଲର: 16(25 ବଲ)

13ତମ ଓଭର (ମହମ୍ମଦ ଶାମୀ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

19:19 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 65/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 36(32 ବଲ)
ଡାଭିଡ ମିଲର: 13(20 ବଲ)

12ତମ ଓଭର (ରବିଚନ୍ଦ୍ରନ ଅଶ୍ୱିନ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

19:15 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 56/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 30(29 ବଲ)
ଡାଭିଡ ମିଲର: 10(17 ବଲ)

11ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 4(LB)

19:07 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 40/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 23(25 ବଲ)
ଡାଭିଡ ମିଲର: 5(15 ବଲ)

ଦଶମ ଓଭର (ରବି ଚନ୍ଦ୍ରନ ଅଶ୍ୱିନ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1

19:01 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 35/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 20(22 ବଲ)
ଡାଭିଡ ମିଲର: 3(12 ବଲ)

ଅଷ୍ଟମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:55 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 33/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 19(20 ବଲ)
ଡାଭିଡ ମିଲର: 2(8 ବଲ)

ଅଷ୍ଟମ ଓଭର (ମହମ୍ମଦ ଶାମୀ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:53 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 32/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 19(17 ବଲ)
ଡାଭିଡ ମିଲର: 1(5 ବଲ)

ସପ୍ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 2

18:49 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 24/3

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 12(14 ବଲ)
ଡାଭିଡ ମିଲର: 0(2 ବଲ)

ଷଷ୍ଠ ଓଭର (ମହମ୍ମଦ ଶାମୀ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : w
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:45 PM

ଭାରତକୁ ତୃତୀୟ ସଫଳତା। ୧୦ ରନ କରି କ୍ୟାଚ ଆଉଟ ହେଲେ ଟେମ୍ବା ବାଭୁମା। 

18:43 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 21/2

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 10(12 ବଲ)
ଟେମ୍ବା ବଭୁମା: 9(13 ବଲ)

ପଞ୍ଚମ ଓଭର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1(LB)
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 6

18:38 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 13/2

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 9(11 ବଲ)
ଟେମ୍ବା ବଭୁମା: 3(8 ବଲ)

ଚତୁର୍ଥ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:33 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 9/2

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 5(5 ବଲ)
ଟେମ୍ବା ବଭୁମା: 3(8 ବଲ)

ତୃତୀୟ ଓଭର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:27 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 7/2

ବ୍ୟାଟସମ୍ୟାନ
ଆଡେନ ମାକ୍ରମ: 4(3 ବଲ)
ଟେମ୍ବା ବଭୁମା: 2 (4 ବଲ)

ଦ୍ୱିତୀୟ ଓଭର (ଅର୍ଶଦୀପ ସିଂହ)
ପ୍ରଥମ ବଲ : w
ଦ୍ୱିତୀୟ ବଲ : 0
ତୃତୀୟ ବଲ : w
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:26 PM

ଭାରତକୁ ଆଉ ଏକ ସଫଳତା। ରିଲି ରୁଷୋଙ୍କୁ ଏଲବିଡବ୍ଲୁ କଲେ ଅର୍ଶଦୀପ ସିଂହ। 

18:23 PM

ଭାରତକୁ ମିଳିଲା ପ୍ରଥମ ସଫଳତା। ଗୋଟିଏ ରନ କରି ଆଉଟ ହେଲେ କ୍ୱିଣ୍ଟନ ଡି'କକ୍।

18:22 PM

ଦକ୍ଷିଣ ଆଫ୍ରିକା
ସ୍କୋରକାର୍ଡ: 3/0

ବ୍ୟାଟସମ୍ୟାନ
କ୍ୱିଣ୍ଟନ ଡି କକ୍: 1(2 ବଲ)
ଟେମ୍ବା ବଭୁମା: 2 (4 ବଲ)

ପ୍ରଥମ ଓଭର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 2
ଷଷ୍ଠ ବଲ : 0

18:06 PM

ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ବିଜୟ ଲକ୍ଷ ଦେଲା ଭାରତ।

ଭାରତ
ସ୍କୋରକାର୍ଡ: 133/9

ବ୍ୟାଟସମ୍ୟାନ
ଭୁବନେଶ୍ୱର କୁମାର: 4(6 ବଲ)
ଅର୍ଶଦୀପ: 2 (1 ବଲ)

20ତମ ଓଭର (ପର୍ଣ୍ଣେଲ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : w
ପଞ୍ଚମ ବଲ : 1 (LB)
ଷଷ୍ଠ ବଲ : 2

18:05 PM

ମହମ୍ମଦ ଶାମୀ ରନ ଆଉଟ। 

18:04 PM

ଭାରତ
ସ୍କୋରକାର୍ଡ: 127/8

ବ୍ୟାଟସମ୍ୟାନ
ଭୁବନେଶ୍ୱର କୁମାର: 1(2 ବଲ)
ମହମ୍ମଦ ଶାମୀ: 00 (1 ବଲ)

୧୯ତମ ଓଭର (ପର୍ଣ୍ଣେଲ)
ପ୍ରଥମ ବଲ : w
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 2
ପଞ୍ଚମ ବଲ : w
ଷଷ୍ଠ ବଲ : 0

18:00 PM

ପାଭିଲିୟନ ଫେରିଲେ ସୂର୍ଯ୍ୟକୁମାର। ୬୮ ରନ କରି ପର୍ଣ୍ଣେଲଙ୍କ ବଲରେ କ୍ୟାଚ ଆଉଟ ହେଲେ ସୂର୍ଯ୍ୟକୁମାର

17:58 PM

ଭାରତକୁ ଲାଗିଲା ସପ୍ତମ ଝଟକା। ୭ ରନ କରି ପାଭିଲିୟନ ଫେରିଲେ ଅଶ୍ୱିନ। 

17:53 PM

ଭାରତ
ସ୍କୋରକାର୍ଡ: 124/6

ବ୍ୟାଟସମ୍ୟାନ
ଅଶ୍ୱିନ: 7(10 ବଲ)
ସୂର୍ଯ୍ୟକୁମାର: 66 (38 ବଲ)

୧୮ତମ ଓଭର (ରାବଡ଼ା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1(LB)
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:50 PM

ଭାରତ
ସ୍କୋରକାର୍ଡ: 115/6

ବ୍ୟାଟସମ୍ୟାନ
ଅଶ୍ୱିନ: 4 (6 ବଲ)
ସୂର୍ଯ୍ୟକୁମାର: 61 (36 ବଲ)

୧୭ତମ ଓଭର (କେଶବ ମହାରାଜ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 4

17:45 PM

ଭାରତ
ସ୍କୋରକାର୍ଡ: 105/6

ବ୍ୟାଟସମ୍ୟାନ
ଅଶ୍ୱିନ: 3 (4 ବଲ)
ସୂର୍ଯ୍ୟକୁମାର: 52 (32 ବଲ)

୧୬ତମ ଓଭର (ଓ୍ୱେନ ପର୍ଣ୍ଣେଲ)
ପ୍ରଥମ ବଲ : w
ଦ୍ୱିତୀୟ ବଲ : 0
ତୃତୀୟ ବଲ : 2
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:44 PM

ଭାରତକୁ ଷଷ୍ଠ ଝଟକା। ୧୫ ବଲରେ ୬ ରନ କରି ଆଉଟ ହେଲେ ଦିନେଶ କାର୍ତ୍ତିକ। 

17:41 PM

ଭାରତ
ସ୍କୋରକାର୍ଡ: 101/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 6 (14 ବଲ)
ସୂର୍ଯ୍ୟକୁମାର: 51 (31 ବଲ)

ପଞ୍ଚଦଶ ଓଭର (ଇଙ୍ଗିଡ଼ି)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:34 PM

ଭାରତ
ସ୍କୋରକାର୍ଡ: 89/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 5 (13 ବଲ)
ସୂର୍ଯ୍ୟକୁମାର: 40 (26 ବଲ)

ଚତୁର୍ଦ୍ଦଶ ଓଭର (ମକରମ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:31 PM

ଭାରତ
ସ୍କୋରକାର୍ଡ: 84/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 3 (10 ବଲ)
ସୂର୍ଯ୍ୟକୁମାର: 37 (23 ବଲ)

ତ୍ରୟୋଦଶ ଓଭର (କେଶବ ମହାରାଜ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 6
ପଞ୍ଚମ ବଲ : 2
ଷଷ୍ଠ ବଲ : 0

17:26 PM

ଭାରତ
ସ୍କୋରକାର୍ଡ: 73/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 2 (9 ବଲ)
ସୂର୍ଯ୍ୟକୁମାର: 27 (18 ବଲ)

ଦ୍ୱାଦଶ ଓଭର (କାଗିସୋ ରାବଡ଼ା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1(Wide)
ଅତିରିକ୍ତ ବଲ: 1 (LB)
ଚତୁର୍ଥ ବଲ : 3
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:25 PM

ଭାରତ
ସ୍କୋରକାର୍ଡ: 67/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 2 (5 ବଲ)
ସୂର୍ଯ୍ୟକୁମାର: 23 (16 ବଲ)

ଏକାଦଶ ଓଭର (କେଶବ ମହାରାଜ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

17:18 PM

ଭାରତ
ସ୍କୋରକାର୍ଡ: 60/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 1 (2 ବଲ)
ସୂର୍ଯ୍ୟକୁମାର: 17 (13 ବଲ)

ଦଶମ ଓଭର (ନୋର୍ଟେଜ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

17:14 PM

ଭାରତ
ସ୍କୋରକାର୍ଡ: 51/5

ବ୍ୟାଟସମ୍ୟାନ
ଦିନେଶ କାର୍ତ୍ତିକ: 1 (2 ବଲ)
ସୂର୍ଯ୍ୟକୁମାର: 7 (6 ବଲ)

ନବମ ଓଭର (ଇଙ୍ଗିଡ଼ି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : w
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:11 PM

୨ ରନ କରି ପାଭିଲିୟନ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା।

17:10 PM

ଭାରତ
ସ୍କୋରକାର୍ଡ: 47/4

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: 1 (1 ବଲ)
ସୂର୍ଯ୍ୟକୁମାର: 6 (5 ବଲ)

ଅଷ୍ଟମ ଓଭର (ନୋର୍ଟେଜ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : w
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 0

17:07 PM

ଚତୁର୍ଥ ଓ୍ୱିକେଟ ଭାବେ ଦୀପକ ହୁଡ୍ଡା ଆଉଟ।

17:05 PM

ଭାରତ
ସ୍କୋରକାର୍ଡ: 41/3

ବ୍ୟାଟସମ୍ୟାନ
ବିରାଟ କୋହଲି: 12 (11 ବଲ)
ସୂର୍ଯ୍ୟକୁମାର: 1 (2 ବଲ)

ସପ୍ତମ ଓଭର (ଇଙ୍ଗିଡ଼ି)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : ଓ୍ୱିକେଟ
ଷଷ୍ଠ ବଲ : 0

16:59 PM

ତୃତୀୟ ଓ୍ୱିକେଟ ଭାବେ ବିରାଟ କୋହଲି ଆଉଟ। ଦଳୀୟ ସ୍କୋର ୪୧/୩।

16:56 PM

ଭାରତ
ସ୍କୋରକାର୍ଡ: 32/2

ବ୍ୟାଟସମ୍ୟାନ
ବିରାଟ କୋହଲି: 4 (6 ବଲ)
ସୂର୍ଯ୍ୟକୁମାର: 1 (2 ବଲ)

ଷଷ୍ଠ ଓଭର (ନୋର୍ଟ୍ଟେଜ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

16:54 PM

ଭାରତ
ସ୍କୋରକାର୍ଡ: 26/2

ବ୍ୟାଟସମ୍ୟାନ
ବିରାଟ କୋହଲି: 02 (2 ବଲ)
କେଏଲ ରାହୁଲ: 09 (14 ବଲ)

ପଞ୍ଚମ ଓଭର (ଲୁଙ୍ଗି ଇଙ୍ଗିଡ଼)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : ଓ୍ୱିକେଟ
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : ଓ୍ୱିକେଟ

16:50 PM

ଭାରତକୁ ପ୍ରଥମ ଝଟକା। ୧୪ ବଲରେ ୧୫ ରନ କରି ଇଙ୍ଗିଡ଼ଙ୍କ ବଲରେ କ୍ୟାଚ ଆଉଟ ହେଲେ ରୋହିତ। 

16:45 PM

ଭାରତ
ସ୍କୋରକାର୍ଡ: 21/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 13 (12 ବଲ)
କେଏଲ ରାହୁଲ: 08 (12 ବଲ)

ଚତୁର୍ଥ ଓଭର (କାଗିସୋ ରାବର୍ଡ଼ା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 1

16:38 PM

ଭାରତ
ସ୍କୋରକାର୍ଡ: 14/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 07 (7 ବଲ)
କେଏଲ ରାହୁଲ: 07 (10 ବଲ)

ଦ୍ୱିତୀୟ ଓଭର (ଓ୍ୱେନ ପର୍ଣ୍ଣେଲ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

16:35 PM

ଭାରତ

ସ୍କୋରକାର୍ଡ: 06/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 06
କେଏଲ ରାହୁଲ: 0

ଦ୍ୱିତୀୟ ଓଭର (କାର୍ଗିସୋ ରାବଡ଼ା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 6
ପଞ୍ଚମ ବଲ : 0
ଷଷ୍ଠ ବଲ : 0

16:28 PM

ଭାରତ

ସ୍କୋରକାର୍ଡ: 00/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୦
କେଏଲ ରାହୁଲ: ୦

ପ୍ରଥମ ଓଭର (ଓ୍ୱେନ ପର୍ଣ୍ଣେଲ)
ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

16:28 PM

ଭାରତ

ସ୍କୋରକାର୍ଡ: 00/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୦
କେଏଲ ରାହୁଲ: ୦

ପ୍ରଥମ ଓଭର (ଓ୍ୱେନ ପର୍ଣ୍ଣେଲ)
ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

16:17 PM

ପ୍ଲେଇଂ ଏକାଦଶରେ ଭାରତ କଲା ପରିବର୍ତ୍ତନ। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ମିଳିଲା ସ୍ଥାନ। 

16:10 PM

ଦକ୍ଷିଣ ଆଫ୍ରିକା ପ୍ଲେଇଂ ଇଲେଭେନ:
କ୍ୱିଣ୍ଟନ୍ ଡି କକ୍ (ଡବ୍ଲୁ), ଟେମ୍ବା ବଭୁମା (ଅଧିନାୟକ), ରେଲି ରୋସୋ, ଏଡେନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ୱେନ ପାର୍ନେଲ, କେଶଭ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏଙ୍ଗୀଡି, ଅନ୍ରିଚ ନର୍ଟେଜେ ।

16:03 PM

ଭାରତ ପ୍ଲେଇଂ ଇଲେଭେନ
ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ଓ୍ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ

 

15:58 PM

ଟସ ଜିତି ବ୍ୟାଟି କରିବ ଭାରତ। 

15:57 PM

ପଡ଼ିଲା ଟସ।

14:56 PM

ଆଉ କିଛି ସମୟ ପରେ ପଡ଼ିବ ଟସ। 

ପଡ଼ିଲା ଟସ।