Watch LIVE IND vs PAK : ଭାରତର ସଂଘର୍ଷପୂର୍ଣ୍ଣ ବିଜୟ
Advertisement

Watch LIVE IND vs PAK : ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

Watch LIVE IND vs PAK : ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କ୍ୟାଚ ଆଉଟ। ୪୦ ରନ କରି ପାଭିଲିୟନ ଫେରିଲେ ହାର୍ଦ୍ଦିକ। 

Watch LIVE IND vs PAK : ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

IND vs PAK LIVE: ନୂଆଦିଲ୍ଲୀ: କମ୍ପୁଛି ମଇଦାନ। ଚଳିତ ଟି୨୦ ବିଶ୍ୱକପର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଛି ହାଇଭୋଲଟେଜ ମ୍ୟାଚ। ଭାରତ ପ୍ରଥମେ ଟସ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଶାହା ମାସୁଦ ଓ ଇଫତିଖାର ଅହମଦଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୮ ଓ୍ୱିକେଟ ହରାଇ ୧୫୯ ରନ କରିଛି। 

ଭାରତ ଇନିଂସ

ଭାରତର ସଂଘର୍ଷପୂର୍ଣ୍ଣ ବିଜୟ। ୪ ଓ୍ୱିକେଟରେ ଜିତିଲା ଭାରତ। ଶେଷ ବଲରେ ଚୌକା ମାରି ଭାରତକୁ ବିଜୟ ଦେଲେ ଅଶ୍ୱିନ। 

ଗୋଟିଏ ବଲରେ ବଦଳିଗଲା ଖେଳର ମୋଡ଼। ବିଜୟ ପାଇଁ ୩ ବଲରେ ୫ ରନ ଆବଶ୍ୟକ। 

୨୦.୧ ବଲରେ ବାବରଙ୍କ ବଲରେ ହାର୍ଦ୍ଦିକ କ୍ୟାଚ ଆଉଟ। ଦୁଇଟି ଛକ୍କା ଓ ଗୋଟି ଚୌକା ସହାୟତାରେ ୩୬ ବଲ ଖେଳି ହାର୍ଦ୍ଦିକ ୪୦ ରନ କରିଥିଲେ। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ମଇଦାନକୁ ଓହ୍ଲାଇଛନ୍ତି। 

୧୯ ଓଭର ଶେଷ ସୁଦ୍ଧା ଭାରତ ୧୪୪ ରନରେ ଭାରତ ଖେଳ ଜାରି ରଖିଛି। ବିରାଟ ୭୪ ଓ ହାର୍ଦ୍ଦିକ ୪୦ ରନରେ ଖେଳ ଜାରି ରଖିଛନ୍ତି। 

୧୮ ଓଭର ଶେଷ ସୁଦ୍ଧା ଭାରତ ୧୨୯ ରନ କରି ଖେଳ ଜାରି ରଖିଛି। ବିରାଟ ୪୭ ବଲରେ ୬୧ ଓ ହାର୍ଦ୍ଦିକ ୩୩ ବଲରେ ୩୮ ରନ କରି ଖେଳ ଜାରି ରଖିଛନ୍ତି। 

ବିରାଟ କୋହଲି ୪୨ ବଲରେ ୫୦ ରନ କରି ଅପରାଜିତ ରହିଛନ୍ତି। 

୧୭ ଓଭର ଶେଷ ସୁଦ୍ଧା ଭାରତ ୪ ଓ୍ୱିକେଟ ବିନିୟମରେ ୧୧୦ ରନରେ ଖେଳ ଜାରି ରଖିଛି। ବିରାଟ ୪୬ ଓ ହାର୍ଦ୍ଦିକ ୩୫ ରନରେ ଅପରାଜିତ ରହିଛନ୍ତି। 

୧୬ ଓଭର ଶେଷ ସୁଦ୍ଧା ଭାରତ ୪ ଓ୍ୱିକେଟ ବିନିୟରେ ୧୦୫ ରନ କରି ଖେଳ ଜାରି ରଖିଛି। ବିରାଟ ୪୩ ଓ ହାର୍ଦ୍ଦିକ ୩୩ ରନ କରି ଖେଳ ଜାରି ରଖିଛନ୍ତି। 

୧୫ ଓଭର ଶେଷ ସୁଦ୍ଧା ଭାରତ ୧୦୦ ରନ କରି ଖେଳ ଜାରି ରଖିଛି। ବିରାଟ ୪୨ ଓ ହାର୍ଦ୍ଦିକ ୩୨ ରନ କରି ଖେଳ ଜାରି ରଖିଛନ୍ତି। 

ଭାରତ ୧୪ ଓଭର ଶେଷ ସୁଦ୍ଧା ୯୦ ରନ କରି ଖେଳ ଜାରି ରଖିଛନ୍ତି। 

ବିରାଟ ୩୨ ବଲରେ ୩୩ ଓ ହାର୍ଦ୍ଦିକ ୨୩ ବଲରେ ୩୦ ରନ କରି ଖେଳ ଜାରି ରଖିଛନ୍ତି। 

୧୩ ଓଭର ଶେଷ ସୁଦ୍ଧା ହାର୍ଦ୍ଦିକ ୨୯ ଓ ବିରାଟ ୨୮ ରନ କରି ଖେଳ ଜାରି ରଖିଛନ୍ତି। ଭାରତ ୮୩ ରନ କରି ଖେଳ ଜାରି ରଖିଛି। 

୧୨ ଓଭର ଶେଷ ସୁଦ୍ଧା ଭାରତ ୪ ଓ୍ୱିକେଟ ହରାଇ ୭୪ ରନ କରି ଖେଳ ଜାରି ରଖିଛି। ବିରାଟ ୨୨ ଓ ହାର୍ଦ୍ଦିକ ୨୬ ରନ କରି ଖେଳ ଜାରି ରଖିଛନ୍ତି। 

୧୨.୪ ବଲରେ ବିରାଟଙ୍କ ପ୍ରଥମ ଛକା। ୨୫ ବଲରେ ୨୧ ରନ କରି ବିରାଟ ଖେଳ ଜାରି ରଖିଛନ୍ତି। 

୧୨ ଓଭରର ପ୍ରଥମ ବଲରେ ହାର୍ଦ୍ଦିକଙ୍କ ଲମ୍ବା ଛକା। ୮୭ ମିଟରର ଲମ୍ବା ଛକା ମାରିବା ସହିତ ୧୯ରନରେ ଖେଳ ଜାରି ରଖିଛନ୍ତି। 

୧୧ ଓଭର ଶେଷ ସୁଦ୍ଧା ଭାରତ ପକ୍ଷରୁ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଜାରି ରଖିଛନ୍ତି। ବିରାଟ ୧୫ ଓ ହାର୍ଦ୍ଦିକ ୧୫ ରନ କରି ଖେଳ ଜାରି ରଖିଛନ୍ତି। ଦଳ ୪ ଓ୍ୱିକେଟ ବିନିୟମରେ ୫୫ ରନ କରି ଖେଳ ଜାରି ରଖିଛନ୍ତି। 

ଦଶ ଓଭର ଶେଷ ସୁଦ୍ଧା ଭାରତ ୪୫ ରନ କରି ଭାରତ ଖେଳ ଜାରି ରଖିଛି। ଜିତିବା ପାଇଁ ଆଉ ୧୧୫ ରନ ଆବଶ୍ୟକ ରହିଛି। 

୧୦ ଓଭର ଶେଷ ସୁଦ୍ଧା ଭାରତ ୪ଟି ଓ୍ୱିକେଟ ହରାଇଛି। ହାର୍ଦ୍ଦିକ ୭ ଓ ବିରାଟ ୧୨ ରନ କରି ଖେଳ ଜାରି ରଖିଛନ୍ତି। ଦଳ ୪ ଓ୍ୱିକେଟ ହରାଇ ୪୫ ରନ ଖେଳ ଜାରି ରଖିଛି। 

ନବମ ଓଭର ସୁଦ୍ଧା ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଜାରି ରଖିଛନ୍ତି। ବିରାଟ ୧୮ ବଲ ଖେଳି ୧୦ ରନ କରିଥିବା ବେଳେ ପାଣ୍ଡ୍ୟା ୭ ବଲରେ ୪ ରନ କରି ଖେଳ ଜାରି ରଖିଛନ୍ତି। ୪ ଓ୍ୱିକେଟ ହରାଇ ଦଳ ୪୧ ରନ କରିଛି। 

ଅଷ୍ଟମ ଓଭର ସୁଦ୍ଧା ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଜାରି ରଖିଛନ୍ତି। ଅକ୍ଷରଙ୍କ ସ୍ଥାନରେ ହାର୍ଦ୍ଦିକ ବ୍ୟାଟିଂ କରୁଛନ୍ତି। ଦଳ ୪ ଓ୍ୱିକେଟ ହରାଇ ୩୮ ରନ କରିଛି। 

ସପ୍ତମ ଓଭର ଶେଷ ସୁଦ୍ଧା ଭାରତ ୪ ଓ୍ୱିକେଟ ବିନିମୟରେ ୩୩ ରନ କରି ଖେଳ ଜାରି ରଖିଛି। 

ଷଷ୍ଠ ଓଭର ଶେଷ ସୁଦ୍ଧା ବିରାଟ କୋହଲି ଓ ଅକ୍ଷର ପଟେଲ ଖେଳ ଜାରି ରଖିଛନ୍ତି। ବିରାଟ ୯ ବଲରେ ୫ ରନ କରିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ବଲ ଖେଳି ୨ ବଲ ଖେଳି ୨ ରନ କରିଛନ୍ତି। ଅକ୍ଷର ପଟେଲ ୩ ବଲ ଖେଳି ମାତ୍ର ୨ରନରେ ପାଭିଲିୟନ ଫେରିଲେ। 

୬.୩ ଓଭରରେ ସୂର୍ଯ୍ୟକୁମାର କ୍ୟାଟ ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ୧୦ ବଲରେ ୧୫ ରନ କରି ରଫଙ୍କ ବଲରେ ଆଉଟ ହୋଇଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ମଇଦାନକୁ ଓହ୍ଲାଇଛନ୍ତି। 

ପଞ୍ଚମ ଓଭର ଶେଷ ସୁଦ୍ଧା ଭାରତ ୨ଟି ଓ୍ୱିକେଟ ହରାଇ ୨୨ ରନ କରିଥିଲା। ମୈଦାନରେ ସୂର୍ଯ୍ୟକୁମାର ୭ ବଲରେ ୧୧ ରନ ଓ ବିରାଟ କୋହଲି ୮ ବଲରେ ୩ ରନ କରି ଖେଳ ଜାରି ରଖିଛନ୍ତି। 

ଚତୁର୍ଥ ଓଭରରେ ଦଳ ଗୋଟିଏ ଓ୍ୱିକେଟ ହରାଇଛି। ମୈଦାନରେ ସୂର୍ଯ୍ୟକୁମାର ଓ ବିରାଟ କୋହଲି ଖେଳ ଜାରି ରଖିଛନ୍ତି। ୧୭ ରନ କରି ଦଳ ଖେଳ ଜାରି ରଖିଛନ୍ତି। ସୂର୍ଯ୍ୟକୁମାର ଦୁଇଟି ବଲରେ ୭ ରନ କରିଥିବା ବେଳେ କୋହଲି ୭ ବଲରେ ଦୁଇ ରନ କରି ଖେଳ ଜାରି ରଖିଛନ୍ତି।

ତୃତୀୟ ଓଭର ଶେଷ ସୁଦ୍ଧା ମଇଦାନରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳ ଜାରି ରଖିଛନ୍ତି। ତୃତୀୟ ଓଭର ଶେଷ ସୁଦ୍ଧା ଗୋଟିଏ ଓ୍ୱିକେଟ ହରାଇ ଭାରତ ୧୦ରନରେ ଖେଳ ଜାରି ରଖିଛି। ବିରାଟ କୋହଲି ୫ଟି ବଲ ଖେଳି ଦୁଇ ରନ କରିଥିବା ବେଳେ ରୋହିତ ୫ଟି ବଲ ଖେଳି ୪ ରନ କରିଥିଲେ। ଦଳ ଦୁଇଟି ଓ୍ୱିକେଟ ହରାଇଛି। ତୃତୀୟ ଓଭରର ଦ୍ୱିତୀୟ ବଲରେ ରୋହିତ ୪ ରନ କରି ପାଭିଲିୟନ ଫେରିଛନ୍ତି। ରୋହିତଙ୍କ ସ୍ଥାନରେ ସୂର୍ଯ୍ୟକୁମାର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଛନ୍ତି। 

ଦ୍ୱିତୀୟ ଓଭରର ପଞ୍ଚମ ବଲରେ ଭାରତ ପ୍ରଥମ ଓ୍ୱିକେଟ ହରାଇଛି। କେଏଲ ରାହୁଲ ୪ ରନ କରି ନସୀମଙ୍କ ବଲରେ ବୋଲ୍ଡ ହୋଇଛନ୍ତି। କେଏଲ ରାହୁଲ ପାଭିଲିୟନ ଫେରିବା ପରେ ରୋହିତଙ୍କ ଭାଗିଦାରୀ କରିବାକୁ ମଇଦାନକୁ ଓହ୍ଲାଇଲେ ବିରାଟ କୋହଲି। 

କେଏଲ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଛନ୍ତି। ପ୍ରଥମ ଓଭରରେ ଦଳ କୌଣସି ଓ୍ୱିକେଟ ନହାରଇ ୫ରନ କରି ଖେଳ ଜାରି ରଖିଛି। କେଏଲ ରାହୁଲ ୨ ଓ ରୋହିତ ଶର୍ମା ୩ ରନ କରି ଖେଳ ଜାରି ରଖିଛନ୍ତି।