Beautiful districts in Odisha: ପୂର୍ବ ଭାରତରେ ଅବସ୍ଥିତ ଆମ ରାଜ୍ୟ ଓଡ଼ିଶା। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାପତ୍ୟ ଚମତ୍କାର ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର କାହାଣୀ ଓ ଐତିହ୍ୟ କିଛି ନିଆରା। ଆଜି ଆମେ ଜାଣିବା ଓଡିଶାର ୬ଟି ସୁନ୍ଦର ଜିଲ୍ଲା ବିଷୟରେ:
୨.କେନ୍ଦୁଝର ଜିଲ୍ଲା: ଏହାର ସବୁଜ ବନାନୀ, ଜଳପ୍ରପାତ ଏବଂ କେନ୍ଦୁଝର ହ୍ରଦ ପାଇଁ ଜଣାଶୁଣା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର।
୫. ସୁନ୍ଦରଗଡ ଜିଲ୍ଲା: ଏହି ଜିଲ୍ଲା ଆଦିବାସୀ ସଂସ୍କୃତି ପାଇଁ ପ୍ରସିଦ୍ଧ, ସୁନ୍ଦରଗଡରେ ଚମତ୍କାର ପ୍ରାକୃତିକ ଦୃଶ୍ୟ, ଜଳପ୍ରପାତ ଏବଂ ଐତିହାସିକ ସ୍ଥାନ ରହିଛି।
ट्रेन्डिंग फोटोज़