IND VS PAK LIVE Score and Updates: ଭାରତ ବନାମ ପାକିସ୍ତାନ ଲାଇଭ ଅପଡେଟ
Advertisement
Article Detail0/zeeodisha/odisha1864151

IND VS PAK LIVE Score and Updates: ଭାରତ ବନାମ ପାକିସ୍ତାନ ଲାଇଭ ଅପଡେଟ

IND VS PAK : ନମସ୍କାର ବନ୍ଧୁଗଣ। ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ଚଳିତ ଏସିଆ କପର ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚର ଟିକିନିଖ ଅପଡେଟ। ଟିକିନିଖ ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

IND VS PAK LIVE Score and Updates: ଭାରତ ବନାମ ପାକିସ୍ତାନ ଲାଇଭ ଅପଡେଟ
LIVE Blog

IND VS PAK : ନମସ୍କାର ବନ୍ଧୁଗଣ। ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ଚଳିତ ଏସିଆ କପର ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚର ଟିକିନିଖ ଅପଡେଟ। ଟିକିନିଖ ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

11 September 2023
22:57 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 128/8
ଭାରତ: 356/02

ବ୍ୟାଟସମ୍ୟାନ
ଫହୀମ ଅଶରଫ୍: 04
ଶାହୀନ ଆଫ୍ରିଦି: 07

ଭାରତ
ବୋଲର: 
୩୨ ତମ ଓଭର: କୁଳଦୀପ ଯାଦବ 
0 6 1 0 0 W 

ଶେଷ ୱିକେଟ 
ଫହୀମ ଅଶରଫ୍ (04)

 

22:55 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 121/7
ଭାରତ: 356/02

ବ୍ୟାଟସମ୍ୟାନ
ଫହୀମ ଅଶରଫ୍: 04
ଶାହୀନ ଆଫ୍ରିଦି: ୦୦

ଭାରତ
ବୋଲର: 
୩୧ ତମ ଓଭର: ଶାର୍ଦ୍ଦୁଳ ଠାକୁର 
0 2 0 0 0 0 

ଶେଷ ୱିକେଟ 
ଇଫତିକାର ଅହମ୍ମଦ (23)

 

22:45 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 119/7
ଭାରତ: 356/02

ବ୍ୟାଟସମ୍ୟାନ
ଫହୀମ ଅଶରଫ୍: 02
ଶାହୀନ ଆଫ୍ରିଦି: ୦୦

ଭାରତ
ବୋଲର: 
୩୦ ତମ ଓଭର: କୁଳଦୀପ ଯାଦବ 
4 0 W 0 0 0 

ଶେଷ ୱିକେଟ 
ଇଫତିକାର ଅହମ୍ମଦ (23)

22:42 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 115/6
ଭାରତ: 356/02

ବ୍ୟାଟସମ୍ୟାନ
ଫହୀମ ଅଶରଫ୍: 02
ଇଫତିକାର ଅହମ୍ମଦ: 19

ଭାରତ
ବୋଲର: 
୨୯ ତମ ଓଭର: ରବୀନ୍ଦ୍ର ଜାଡେଜା  
1 0 0 2 1 0 

ଶେଷ ୱିକେଟ 
ସାଦବ ଖାନ (6)

22:36 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 111/6
ଭାରତ: 356/02

ବ୍ୟାଟସମ୍ୟାନ
ଫହୀମ ଅଶରଫ୍: 01
ଇଫତିକାର ଅହମ୍ମଦ: 16

ଭାରତ
ବୋଲର: 
୨୮ ତମ ଓଭର: କୁଳଦୀପ ଯାଦବ  
0 1 1 W 1 0 

ଶେଷ ୱିକେଟ 
ସାଦବ ଖାନ (6)

 

 

 

 

22:34 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 108/5
ଭାରତ: 356/02

ବ୍ୟାଟସମ୍ୟାନ
ଶାଦବ ଖାନ: 05
ଇଫତିକାର ଅହମ୍ମଦ: 15

ଭାରତ
ବୋଲର: 
୨୭ ତମ ଓଭର: ରବୀନ୍ଦ୍ର ଜାଡେଜା 
0 1 2 1 0 0 

ଶେଷ ୱିକେଟ 
ଆଘା ସଲମାନ (23)

 

22:32 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 104/5
ଭାରତ: 356/02

ବ୍ୟାଟସମ୍ୟାନ
ଶାଦବ ଖାନ: 02
ଇଫତିକାର ଅହମ୍ମଦ: 14

ଭାରତ
ବୋଲର: 
୨୬ ତମ ଓଭର: କୁଳଦୀପ ଯାଦବ 
0 0 0 3 0 0 

ଶେଷ ୱିକେଟ 
ଆଘା ସଲମାନ (23)

22:27 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 101/5
ଭାରତ: 356/02

ବ୍ୟାଟସମ୍ୟାନ
ଶାଦବ ଖାନ: 02
ଇଫତିକାର ଅହମ୍ମଦ: 11

ଭାରତ
ବୋଲର: 
୨୫ ତମ ଓଭର: ରବୀନ୍ଦ୍ର ଜାଡେଜା 
1 1 1 0 1 1 

ଶେଷ ୱିକେଟ 
ଆଘା ସଲମାନ (23)

22:22 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 96/5
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 23
ଇଫତିକାର ଅହମ୍ମଦ: 08

ଭାରତ
ବୋଲର: 
୨୪ ତମ ଓଭର: କୁଳଦୀପ ଯାଦବ 
1 0 1 0 1 W 

ଶେଷ ୱିକେଟ 
ଆଘା ସଲମାନ (23)

22:19 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 93/4
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 22
ଇଫତିକାର ଅହମ୍ମଦ: 06

ଭାରତ
ବୋଲର: 
୨୩ ତମ ଓଭର: ରବୀନ୍ଦ୍ର ଜାଡ଼େଡା
1 4 1 1 0 2 

ଶେଷ ୱିକେଟ 
ଫଖର ଜମାନ (27)

22:10 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 84/4
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 15
ଇଫତିକାର ଅହମ୍ମଦ: 04

ଭାରତ
ବୋଲର: 
୨୨ ତମ ଓଭର: କୁଳଦୀପ ଯାଦବ
0 0 0 1 0 0 

ଶେଷ ୱିକେଟ 
ଫଖର ଜମାନ (27)

 

 

 

 

 

 

 

 

 

 

 

 

 

22:07 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 83/4
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 15
ଇଫତିକାର ଅହମ୍ମଦ: 03

ଭାରତ
ବୋଲର: 
୨୧ ତମ ଓଭର: ରବୀନ୍ଦ୍ର ଜାଡେଜା
1 1 1 0 1 0 

ଶେଷ ୱିକେଟ 
ଫଖର ଜମାନ (27)

 

22:04 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 79/4
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 13
ଇଫତିକାର ଅହମ୍ମଦ: 01

ଭାରତ
ବୋଲର: 
୨୦ ତମ ଓଭର: କୁଳଦୀପ ଯାଦବ
0 W 0 0 1 1 

ଶେଷ ୱିକେଟ 
ଫଖର ଜମାନ (27)

21:58 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 77/3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 12
ଫଖର ଜମାନ: 27

ଭାରତ
ବୋଲର: 
୧୯ ତମ ଓଭର: ହାର୍ଦ୍ଦିକ ପାଣ୍ଡ୍ୟା
0 1 4 0 0 1 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

21:51 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 71/3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 11
ଫଖର ଜମାନ: 22

ଭାରତ
ବୋଲର: 
୧୮ ତମ ଓଭର: କୁଳଦୀପ ଯାଦବ
0 0 1 0 1 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

 

21:46 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 69/3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 10
ଫଖର ଜମାନ: 21

ଭାରତ
ବୋଲର: 
୧୭ ତମ ଓଭର: ହାର୍ଦ୍ଦିକ ପାଣ୍ଡ୍ୟା  
0 0 0 0 1 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

 

 

21:45 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 68-3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 10
ଫଖର ଜମାନ: 20

ଭାରତ
ବୋଲର: 
୧୬ ତମ ଓଭର: ଶାର୍ଦ୍ଦୁଳ ଠାକୁର  
1 1 0 0 1 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

 

21:36 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK PAK 65-3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 09
ଫଖର ଜମାନ: 18

ଭାରତ
ବୋଲର: 
୧୫ ତମ ଓଭର: ହାର୍ଦ୍ଦିକ ପାଣ୍ଡ୍ୟା  
Wd5 L1 0 0 1 2 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

21:32 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 56-3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 07
ଫଖର ଜମାନ: 17

ଭାରତ
ବୋଲର: 
୧୪ତମ ଓଭର: ଶାର୍ଦ୍ଦୁଳ ଠାକୁର 
1 2 4 1 0 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

 

21:30 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 48-3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 00
ଫଖର ଜମାନ: 16

ଭାରତ
ବୋଲର: 
୧୩ ତମ ଓଭର: ହାର୍ଦ୍ଦିକ ପାଣ୍ଡ୍ୟା 
0 1 0 0 0 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

21:21 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: 47/3
ଭାରତ: 356/02

ବ୍ୟାଟସମ୍ୟାନ
ଆଘା ସଲମାନ: 00
ଫଖର ଜମାନ: 15

ଭାରତ
ବୋଲର: 
୧୨ ତମ ଓଭର:  ଶାର୍ଦ୍ଦୁଳ ଠାକୁର     
0 1 Wd 1 W 0 0 

ଶେଷ ୱିକେଟ 
ମହମ୍ମଦ ରିଜୱାନ (2)

20:06 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 44-2
ଭାରତ: 356/02

ବ୍ୟାଟସମ୍ୟାନ
ମହମ୍ମଦ ରିଜୱାନ: 01
ଫଖର ଜମାନ: 14

ଭାରତ
ବୋଲର: 
୧୧ ତମ ଓଭର: ହାର୍ଦ୍ଦିକ ପାଣ୍ଡ୍ୟା     
0 0 0 W 0 1 

ଶେଷ ୱିକେଟ 
ବାବର ଆଜମ (10)

19:57 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 43-1
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: 10
ଫଖର ଜମାନ: 14

ଭାରତ
ବୋଲର: 
ଦଶମ ଓଭର: ମହମ୍ମଦ ସିରାଜ    
0 0 0 4 0 1 

ଶେଷ ୱିକେଟ 
ଇମାମ ଉଲ ହକ (9)

19:52 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 38-1
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: 05
ଫଖର ଜମାନ: 14

ଭାରତ
ବୋଲର: 
ନବମ ଓଭର: ଜସପ୍ରୀତ ବୁମରା   
3 4 0 0 1 0 

ଶେଷ ୱିକେଟ 
ଇମାମ ଉଲ ହକ (9)

 

19:46 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 30-1
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: 00
ଫଖର ଜମାନ: 11

ଭାରତ
ବୋଲର: 
ଅଷ୍ଟମ ଓଭର:  ମହମ୍ମଦ ସିରାଜ   
2 0 4 L1 L1 1 

ଶେଷ ୱିକେଟ 
ଇମାମ ଉଲ ହକ (9)

 

19:43 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 21-1
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: 00
ଫଖର ଜମାନ: 04

ଭାରତ
ବୋଲର: 
ସପ୍ତମ ଓଭର: ଜସପ୍ରୀତ ବୁମରା   
1 0 0 0 0 0 

ଶେଷ ୱିକେଟ 
ଇମାମ ଉଲ ହକ (9)

19:41 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: PAK 20-1
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: 00
ଫଖର ଜମାନ: 03

ଭାରତ
ବୋଲର: 
ଷଷ୍ଠ ଓଭର: ମହମ୍ମଦ ସିରାଜ  
0 0 0 2 0 1 

ଶେଷ ୱିକେଟ 
ଇମାମ ଉଲ ହକ (9)

19:37 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: 17/01
ଭାରତ: 356/02

ବ୍ୟାଟସମ୍ୟାନ
ବାବର ଆଜମ: ୦୦
ଫଖର ଜମାନ: ୦୦

ଭାରତ
ବୋଲର: 
ପଞ୍ଚମ ଓଭର: ଜସପ୍ରୀତ ବୁମରା  
0 W 0 0 0 0 

ଶେଷ ୱିକେଟ 
ଇମାମ ଉଲ ହକ (9)

19:27 PM

IND VS PAK LIVE Score and Updates : ପାକିସ୍ତାନ ସ୍କୋରବୋର୍ଡ

ପାକିସ୍ତାନ: 17/00
ଭାରତ: 356/02

ବ୍ୟାଟସମ୍ୟାନ
ଇମାମ ଉଲ ହକ: 09
ଫଖର ଜମାନ: 00

ଭାରତ
ବୋଲର: 
ଚତୁର୍ଥ ଓଭର: ମହମ୍ମଦ ସିରାଜ 
Wd 0 0 0 0 0 1 

 

19:22 PM

IND VS PAK LIVE Score and Updates : ପାକିସ୍ତାନର ସ୍କୋରବୋର୍ଡ

ପାକିସ୍ତାନ: 15/00
ଭାରତ: 356/02

ବ୍ୟାଟସମ୍ୟାନ
ଇମାମ ଉଲ ହକ: 8
ଫଖର ଜମାନ: 00

ଭାରତ
ବୋଲର: 
ତୃତୀୟ ଓଭର: ଜଶପ୍ରିତ ବୁମରା

0.wd.0.0.0.3.0

19:20 PM

IND VS PAK LIVE Score and Updates : ପାକିସ୍ତାନର ସ୍କୋରବୋର୍ଡ

ପାକିସ୍ତାନ: 11/00
ଭାରତ: 356/02

ବ୍ୟାଟସମ୍ୟାନ
ଇମାମ ଉଲ ହକ: 5
ଫଖର ଜମାନ: 00

ଭାରତ
ବୋଲର: 
ଦ୍ୱିତୀୟ ଓଭର: ମହମ୍ମଦ ସିରାଜ

0.Wd.0.4.0.1.0

19:19 PM

IND VS PAK LIVE Score and Updates : ପାକିସ୍ତାନର ସ୍କୋରବୋର୍ଡ

ପାକିସ୍ତାନ: 10/00
ଭାରତ: 356/02

ବ୍ୟାଟସମ୍ୟାନ
ଇମାମ ଉଲ ହକ: 4
ଫଖର ଜମାନ: 00

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର: 
0.0.0.wd5.0.0.0

18:39 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 356/2

ବ୍ୟାଟସମ୍ୟାନ
ବିରାଟ କୋହଲି: ୧୨୨
କେଏଲ ରାହୁଲ: ୧୧୧

ପାକିସ୍ତାନ 
ବୋଲର: ଫହୀମ ଅଶରଫ୍  
୫୦ ତମ ଓଭର: 
1.1 .1.0.N4. 4. 6 

ଓ୍ୱିକେଟ: ଶୁବମନ ଗିଲ (58)

 

18:35 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 338/2

ବ୍ୟାଟସମ୍ୟାନ
ବିରାଟ କୋହଲି: ୧୦୭
କେଏଲ ରାହୁଲ: ୧୦୯

ପାକିସ୍ତାନ 
ବୋଲର: ଇଫତିକାର ଅହମ୍ମଦ 
୪୯ ତମ ଓଭର: 

0 .2 .1.1 .4.0 

ଓ୍ୱିକେଟ : ଶୁବମନ ଗିଲ (58)

18:27 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 330/2

ବ୍ୟାଟସମ୍ୟାନ
ବିରାଟ କୋହଲି: ୧୦୦
କେଏଲ ରାହୁଲ: ୧୦୮

ପାକିସ୍ତାନ 
ବୋଲର: ଶାହୀନ ଆଫ୍ରିଦୀ
୪୮ ତମ ଓଭର: 
0.2.1 .4.4 .0 
ଓ୍ୱିକେଟ : ଶୁବମନ ଗିଲ (58)

 

18:24 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 319/2

ବ୍ୟାଟସମ୍ୟାନ
ବିରାଟ କୋହଲି: ୯୭
କେଏଲ ରାହୁଲ: ୧୦୦

ପାକିସ୍ତାନ 
ବୋଲର: ନସିମ ଶାହା
୪୭ତମ ଓଭର: 
1.0.2.6.1.2 

ଓ୍ୱିକେଟ : ଶୁବମନ ଗିଲ (58)

18:07 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 286/02

ବ୍ୟାଟସମ୍ୟାନ
ବିରାଟ କୋହଲି: 80
କେଏଲ ରାହୁଲ: 84

ପାକିସ୍ତାନ 
ବୋଲର: ନସିମ ଶାହା

44ତମ ଓଭର: 
1.1.0.1.2.1

ଓ୍ୱିକେଟ : ଶୁବମନ ଗିଲ (58)

18:47 PM

IND VS PAK LIVE Score and Updates : ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡ଼େଟ

 

 

18:46 PM

IND VS PAK LIVE Score and Updates : ବର୍ଷା ବାଧକ
ବର୍ଷା ପାଇଁ ଅଧାରେ ବନ୍ଦ ରହିଛି ଭାରତ ଓ ପାକିସ୍ତାନ ମ୍ୟାଚ। ଯଦି ବର୍ଷା କାରଣରୁ ଆଜିର ମ୍ୟାଚ ଖେଳା ନ ଯାଏ ତେବେ ରିଭର୍ଭ ଡେ ରେ ଏହି ମ୍ୟାଚ ଖେଳାଯିବ। କିନ୍ତୁ ଆଜି ଏହି ମ୍ୟାଚ ଖେଳାଯିବାକୁ ଯଥା ସମ୍ଭବ ପ୍ରୟାସ କରାଯାଉଛି। ସେପଟେ ଆଜି ଯଦି ପାକିସ୍ତାନ ୨୦ ଓଭର ଖେଳିବାକୁ ସମୟ ନ ପାଏ ତେବେ ମ୍ୟାଚ ଆସନ୍ତା କାଲି ରିଜର୍ଭ ଡେରେ ଖେଳାଯିବ। ଆଉ ଯଦି ପାକିସ୍ତାନ ୨୦ ଓଭର ମ୍ୟାଚ ଖେଳୁଛି ତେବେ ବିଜୟ ଲକ୍ଷ୍ୟ ୧୮୧ ରନ ରହିବ। 

16:55 PM

IND VS PAK LIVE Score and Updates : ବର୍ଷା ସାଜିଲା ବାଧକ

ବର୍ଷା ସାଜିଲା ବାଧକ। ବର୍ଷା ପାଇଁ ଅଧାରୁ ଖେଳ ବନ୍ଦ। ମ୍ୟାଚ ବନ୍ଦ ହେଲା ବେଳକୁ ଭାରତ ଦୁଇଟି ଓ୍ୱିକେଟ ହରାଇ ୧୪୭ ରନରେ ଖେଳ ଜାରି ରଖିଛି। କେଏଲ ରାହୁଲ (୧୭) ଓ ବିରାଟ କୋହଲି (୮) ଖେଳ ଜାରି ରଖିଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। 

16:51 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 146/02

ବ୍ୟାଟସମ୍ୟାନ
ବିରାଟ କୋହଲି: 7
କେଏଲ ରାହୁଲ: 17

ପାକିସ୍ତାନ 
ବୋଲର: ହାରିଶ ରଉଫ

24ତମ ଓଭର: 
0.1.4.0.Wd.0.0

ଓ୍ୱିକେଟ : ଶୁବମନ ଗିଲ (58)

16:47 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 140/02

ବ୍ୟାଟସମ୍ୟାନ
ବିରାଟ କୋହଲି: 6
କେଏଲ ରାହୁଲ: 13

ପାକିସ୍ତାନ 
ବୋଲର: ସାଦାବ ଖାନ

23ତମ ଓଭର: 
0.0.0.0.0.0

ଓ୍ୱିକେଟ : ଶୁବମନ ଗିଲ (58)

16:43 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 140/02

ବ୍ୟାଟସମ୍ୟାନ
ବିରାଟ କୋହଲି: 6
କେଏଲ ରାହୁଲ: 13

ପାକିସ୍ତାନ 
ବୋଲର: ହାରିଶ ରଉଫ

22ତମ ଓଭର: 
0.2.0.1.0.0

ଓ୍ୱିକେଟ : ଶୁବମନ ଗିଲ (58)

16:38 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 137/02

ବ୍ୟାଟସମ୍ୟାନ
ବିରାଟ କୋହଲି: 6
କେଏଲ ରାହୁଲ: 10

ପାକିସ୍ତାନ 
ବୋଲର: ସାଦାବ ଖାନ

21ତମ ଓଭର: 
1.0.0.1.0.0

ଓ୍ୱିକେଟ : ଶୁବମନ ଗିଲ (58)

16:34 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 135/02

ବ୍ୟାଟସମ୍ୟାନ
ବିରାଟ କୋହଲି: 5
କେଏଲ ରାହୁଲ: 9

ପାକିସ୍ତାନ 
ବୋଲର: ଶାହିନ ଆଫ୍ରିଦି

20ତମ ଓଭର: 
0.0.0.0.4.0

ଓ୍ୱିକେଟ : ଶୁବମନ ଗିଲ (58)

16:31 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 131/02

ବ୍ୟାଟସମ୍ୟାନ
ବିରାଟ କୋହଲି: 5
କେଏଲ ରାହୁଲ: 5

ପାକିସ୍ତାନ 
ବୋଲର: ସାଦାବ ଖାନ

19ତମ ଓଭର: 0.1.1.2.1.2

ଓ୍ୱିକେଟ : ଶୁବମନ ଗିଲ (58)

16:29 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 124/02

ବ୍ୟାଟସମ୍ୟାନ
ବିରାଟ କୋହଲି: 02
କେଏଲ ରାହୁଲ: 58

ପାକିସ୍ତାନ 
ବୋଲର: ଶାହିନ ଆଫ୍ରିଦି

18ତମ ଓଭର: 
0.0.0.1.W (ଶୁବମନ ଗିଲ).1

ଓ୍ୱିକେଟ : ଶୁବମନ ଗିଲ (58)

16:23 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 122/01

ବ୍ୟାଟସମ୍ୟାନ
ବିରାଟ କୋହଲି: 01
ଶୁବମନ ଗିଲ: 58

ପାକିସ୍ତାନ 
ବୋଲର: ସାଦାବ ଖାନ

17ତମ ଓଭର: 
0.2.1.W (ରୋହିତ ଶର୍ମା).0.1

ଓ୍ୱିକେଟ : ରୋହିତ ଶର୍ମା (56)

16:21 PM

IND VS PAK LIVE Score and Updates : ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତର ପ୍ରଥମ ଓ୍ୱିକେଟର ପତନ। ୧୭ତମ ଓଭରରେ ରୋହିତ ଶର୍ମା ବ୍ୟକ୍ତିଗତ ୫୬ ରନ କରି ଆଉଟ ହୋଇଛନ୍ତି। 

16:18 PM

IND VS PAK LIVE Score and Updates : Match Statistics

ପାର୍ଟନରସିପ: ୧୧୮ (୯୬)
ଶେଷ ୫ ଓଭର: ୪୯ ରନ, ୦ ଓ୍ୱିକେଟ
ଟସ: ପାକିସ୍ତାନ (ବୋଲିଂ)

16:14 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 118/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 56
ଶୁବମନ ଗିଲ: 55

ପାକିସ୍ତାନ 
ବୋଲର: ହାରିଶ ରଉଫ

16ତମ ଓଭର: 
0.1.1.0.1.0

16:10 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 115/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 55
ଶୁବମନ ଗିଲ: 53

ପାକିସ୍ତାନ 
ବୋଲର: ସାଦାବ ଖାନ

15ତମ ଓଭର: 
6.4.0.1.1.0
 

16:09 PM

IND VS PAK LIVE Score and Updates : ଓପନିଂ ଯୋଡ଼ିର ଅର୍ଦ୍ଧଶତକ ପୂରଣ
ଅର୍ଦ୍ଧଶତକୀୟ ଇନିଂସ ଖେଳିଲେ ରୋହିତ। ଉଭୟ ଓପନିଂ ଯୋଡ଼ି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।୧୫ ଓଭର ସୁଦ୍ଧା ଶୁବମନଙ୍କ ପରେ ରୋହିତ ୫୪ରନରେ ଖେଳ ଜାରି ରଖିଛନ୍ତି। ପୂର୍ବରୁ ଶୁବମନ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓପନିଂ ପାର୍ଟନରସିପ ୧୧୫ ରନ। 

16:06 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 103/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 44
ଶୁବମନ ଗିଲ: 52

ପାକିସ୍ତାନ 
ବୋଲର: ହାରିଶ ରଉଫ

14ତମ ଓଭର: 
0.2.Wd5.0.0.0.0

16:00 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 96/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 44
ଶୁବମନ ଗିଲ: 50

ପାକିସ୍ତାନ 
ବୋଲର: ସାଦାବ ଖାନ

13ତମ ଓଭର: 
1.1.1.6.6.4

15:59 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ପ୍ରଥମ ୧୦ ଓଭରରେ ଶୁଭମାନ ଗିଲ ଏବଂ ରୋହିତ ଶର୍ମା ପ୍ରାଧାନ୍ୟ ବିସ୍ତାର କରିଥିଲେ। ରୋହିତ ଏବଂ ଗିଲ ଟିମ୍ ଇଣ୍ଡିଆକୁ ବହୁତ ଭଲ ଆରମ୍ଭ କରିଛନ୍ତି। ୧୨ ଓଭର ପରେ କୌଣସି ୱିକେଟ୍ ନ ହରାଇ ଭାରତର ସ୍କୋର ୭୭ ରନ୍ ଅଟେ। ଗିଲ ଅର୍ଦ୍ଧଶତକ (୫୦) ରେ ଏବଂ ରୋହିତ ୨୮ ରନ କରି ଖେଳ ଜାରି ରଖିଛନ୍ତି।

15:55 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 77/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 27
ଶୁବମନ ଗିଲ: 48

ପାକିସ୍ତାନ 
ବୋଲର: ହାରିଶ ରଉଫ

12ଶ ଓଭର: 
1.1.0.0.2.4

15:51 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 69/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 20
ଶୁବମନ ଗିଲ: 47

ପାକିସ୍ତାନ 
ବୋଲର: ଫହିମ ଅଶ୍ରଫ

11ତମ ଓଭର: 
0.1.1.4.1.1

15:46 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 61/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 18
ଶୁବମନ ଗିଲ: 41

ପାକିସ୍ତାନ 
ବୋଲର: ନସିମ ଶାହା

ଦଶମ ଓଭର: 
0.0.4.4.0.0

15:43 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଶୁବମନ ଗିଲ ନାସିମ ଶାହାଙ୍କ ଆଉଟ ବଲରେ ଅଫ ସାଇଡ଼ରେ ଖେଳିବାକୁ ଚେଷ୍ଟା କରିଥିଲେ। ବଲ୍ ବ୍ୟାଟର ଧାରକୁ ଧକ୍କା ଦେଇ ସ୍ଲିପ୍ ଆଡକୁ ଚାଲି ଯାଇଥିଲା। ତେବେ ସ୍ଲିପ୍‌ରେ ଠିଆ ହୋଇଥିବା ଉଭୟ ଖେଳାଳି ହାତ ଉଠାଇ ନଥିଲେ। ୯ ଓଭର ପରେ ଭାରତର ସ୍କୋର ୫୩ ରନ୍ ଅଟେ। ଗିଲ୍ ୪୧ ରେ ଏବଂ ରୋହିତ ୧୦ରେ ଖେଳୁଛନ୍ତି।

15:42 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 53/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 41

ପାକିସ୍ତାନ 
ବୋଲର: ଫହିମ ଅଶ୍ରଫ

ନବମ ଓଭର: 
0.4.0.0.2.0
 

15:33 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 47/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 35

ପାକିସ୍ତାନ 
ବୋଲର: ନସିମ ଶାହା

ଅଷ୍ଟମ ଓଭର: 
4.0.4.0.0.1

15:32 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 38/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 26

ପାକିସ୍ତାନ 
ବୋଲର: ଫହିମ ଅଖତର

ସପ୍ତମ ଓଭର: 
0.0.0.0.1.0

15:27 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 37/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 25

ପାକିସ୍ତାନ 
ବୋଲର: ନସିମ ଶାହା
ଷଷ୍ଠ ଓଭର:
0.0.0.0.0.0

15:23 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 37/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 25

ପାକିସ୍ତାନ 
ବୋଲର: ଶାହିନ ଆଫ୍ରିଦି
ପଞ୍ଚମ ଓଭର:
Wd0.4.0.0.4.4

15:18 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 24/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 13

ପାକିସ୍ତାନ 
ବୋଲର: ନସୀମ ଶାହା

ଚତୁର୍ଥ ଓଭର:
0.0.0.0.wd0.0

15:12 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 23/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 13

ପାକିସ୍ତାନ 
ବୋଲର: ଶାହିନ ଆଫ୍ରିଦି
ତୃତୀୟ ଓଭର:
4.4.0.0.4.0
 

15:08 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 11/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 10
ଶୁବମନ ଗିଲ: 01

ପାକିସ୍ତାନ 
ବୋଲର: ନସୀମ ଶାହା
ଦ୍ୱିତୀୟ ଓଭର:
1.0.0.0.4.0

15:04 PM

IND VS PAK LIVE Score and Updates : ଭାରତର ସ୍କୋରବୋର୍ଡ

ଭାରତ: 06/00

ବ୍ୟାଟସମ୍ୟାନ
ରୋହିତ ଶର୍ମା: 06
ଶୁବମନ ଗିଲ: 00

ବୋଲର: ଶାହିନ ଆଫ୍ରିଦି

ପାକିସ୍ତାନ ପ୍ରଥମ ଓଭର:
0.0.0.0.0.6

ସ୍ଥାନ: ପ୍ରେମଦାସା ଷ୍ଟାଡ଼ିୟମ, କଲମ୍ବୋ

14:40 PM

IND VS PAK LIVE Score and Updates : ପାକିସ୍ତାନର ଚୂଡ଼ାନ୍ତ ଏକାଦଶ
ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ୱାନ, ଆଗାହ ସଲମାନ, ଇଫତଖାର ଅହମ୍ମଦ, ଶାଦାବ ଖାନ, ଫହିମ ଅଶରଫ, ନସୀମ ଶାହ ଓ ହାରିସ ରଉଫ। 

14:38 PM

IND VS PAK LIVE Score and Updates : ଭାରତର ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଇଶାନ କିସନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, 

14:36 PM

IND VS PAK LIVE Score and Updates : ବ୍ୟାଟିଂ କରିବ ଭାରତ
ଟସ ଜିତିଲା ପାକିସ୍ତାନ। ବୋଲିଂ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ କଲା ଆମନ୍ତ୍ରଣ। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ଗିଲ ପାଳି ଆରମ୍ଭ କରିବେ। 

13:51 PM

IND VS PAK LIVE Score and Updates : ପାଣିପାଗକୁ ନେଇ ଆସିଲା ଅପଡେଟ
ଭାରତ ଏବଂ ପାକିସ୍ତାନ ସମେତ ସାରା ବିଶ୍ୱରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଅଛି। କଲମ୍ବୋରେ ବର୍ଷା ହେଉନାହିଁ। ପାଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ଅଟେ। ଭାରତ-ପାକିସ୍ତାନ ମ୍ୟାଚ୍ ଠିକ ସମୟରେ ଆରମ୍ଭ ହେବ। ଉଭୟ ଅଧିନାୟକ ସାଢେ ୨ଟାରେ ଟସ୍ ପାଇଁ ପଡ଼ିଆରେ ପହଞ୍ଚିବେ।

 

13:46 PM

IND VS PAK LIVE Score and Updates : ଏପରି ହୋଇପାରେ ପାକିସ୍ତାନର ପ୍ଲେଇଁ ଏକାଦଶ:
ବାବର ଆଜମ (ଅଧିନାୟକ), ଫଖର ଜମାନ, ମହମ୍ମଦ ରିଜଓ୍ୱାନ, ସଲମାନ ଅଲ୍ଲୀ ଆଗା, ଇମାମ ଉଲ ହକ, ଇଫତଖାର ଅହମ୍ମଦ, ଶାଦାବ ଖାନ, ଫହିମ ଅଶରଫ, ନସୀମ ଶାହ, ଶାହିନ ଶାହ ଅଫରିଦି ଓ ହାରିସ ରଉଫ। 

13:34 PM

IND VS PAK LIVE Score and Updates :ଏପରି ହୋଇପାରେ ଭାରତର ପ୍ଲେଇଂ ଏକାଦଶ: 
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ/ଇଶାନ କିସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ମହମ୍ମଦ ସାମୀ, ଶାର୍ଦ୍ଦୁଳ ଠାକୁର

 

12:39 PM

ଶାହିନ୍ ଆଫ୍ରିଦିଙ୍କ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ବ୍ୟାଟସମ୍ୟାନ ମାନେ ଜୋରଦାର ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟରେ ଭାରତୀୟ ବ୍ୟାଟସମ୍ୟାନମାନେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ଅଭ୍ୟାସ କରିଥିଲେ। ଏହି ପ୍ରକାର ଅଭ୍ୟାସ କେବଳ ଶାହିନ୍ ଆଫ୍ରିଦିଙ୍କ ସହ ମୁକାବିଲା ପାଇଁ କରାଯାଇଛି।

12:32 PM

ପାକିସ୍ତାନ ବିପକ୍ଷ ମ୍ୟାଚ୍ ମାଧ୍ୟମରେ କେଏଲ ରାହୁଲ ଟିମ୍ ଇଣ୍ଡିଆକୁ ଫେରିବେ। ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ପରେ ଇଶାନ କିଶନ କିମ୍ବା ଶ୍ରେୟାସ ଆୟରଙ୍କୁ ଖେଳ ୧୧ରୁ ବାହାରେ ବସିବାକୁ ପଡିପାରେ।