Advertisement
photoDetails0hindi

CEO Salary:ଆପଣ ଜାଣନ୍ତି କି, କେତେ ଦରମା ପାଆନ୍ତି ଦୁନିଆର ୫ଟି ବଡ଼ ଆଇଟି କମ୍ପାନୀର CEO?

CEO Salary:ଚାଲନ୍ତୁ ଜାଣିବା ପ୍ରକ୍ସି ଷ୍ଟେଟମେଣ୍ଟ ରିପୋର୍ଟର ଉପରେ ଆଧାରିତ ବିଶ୍ବର ୫ଟି ଅଗ୍ରଣୀ ଟେକ୍ କମ୍ପାନୀର ସିଇଓ ଆନୁମାନିକ ଦରମା ବିଷୟରେ । ତେବେ ଏହା ଏକ ଆନୁମାନିକ ସଂଖ୍ୟା ଅଟେ ସମୟ ସହ ଏହା ପରିବର୍ତ୍ତନ ମଧ୍ଯ ହୋଇପାରେ ।

1/5

ଟିମ କ୍ରୁକ୍( Tim Cook)- ଆପଲ୍ ସିଇଓ ଟିମ କ୍ରୁକ୍ଙ୍କ ଦରମା ପ୍ରାୟ ୧.୬୭ ବିଲିୟନ ଟଙ୍କା । ଯେଉଁଥିରେ ସେ ୨୦୨୦ରେ ଷ୍ଟକ୍ ପୁରସ୍କାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଆକାରରେ ମୋଟ ୭.୬୫ ବିଲିୟନ ଟଙ୍କା କ୍ଷତିପୂରଣ ପାଇଥିଲେ।

2/5

ଏଲୋନ ମସ୍କ(Elon Musk )-ଟ୍ବଇଟର ସିଇଓ ଏଲୋନ ମସ୍କଙ୍କ ମାସିକ ଦରମା ୧.୩୪ ବିଲିୟମ ଭାରତୀୟ ଟଙ୍କା । ସେ ଷ୍ଟକ୍ ପୁରସ୍କାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଆକାରରେ ୨୦୨୦ରେ ମୋଟ ୭୯.୨ ବିଲିୟନ ଟଙ୍କାରୁ ଅଧିକ କ୍ଷତିପୂରଣ ଆକାରରେ ମିଳିଥିଲା ।

3/5

ସୁନ୍ଦର ପିଚାଇ Sundar Pichai)- ଗୁଗଲ ସିଇଓ ସୁନ୍ଦର ପିଚାଇ INR ୧.୧୧ ବିଲିୟନ ଅଟେ । ଷ୍ଟକ ପୁରସ୍କାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଆକାରରେ ୨୦୨୦ରେ ସେ ୧୫୩ ବିଲିୟନରୁ ଅଧିକ କ୍ଷତିପୂରଣ ମିଳିଥିଲା।

4/5

ମାର୍କ ଜୁକର ବର୍ଗ(Mark Zuckerberg) ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ଦରମା ୧.୧୬ ବିଲିୟନ । ଯେଉଁଥିରେ ସେ ଷ୍ଟକ ପୁରସ୍କାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଆକାରରେ ୨୦୨୦ରେ ୫୭.୩୮ ବିଲିୟନ ଟଙ୍କାରୁ ଅଧିକ କ୍ଷତିପୂରଣ ପାଇଥିଲେ ।

5/5

ସତ୍ୟ ନାଡ଼େଲା( Satya Nadella)  ମାକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲାଙ୍କ ଦରମା ପ୍ରାୟ ୧.୨୯ ବିଲିୟନ ଅଟେ ।