Advertisement
Photo Details/zeeodisha/odisha2375809
photoDetails0hindi

August Kranti Diwas: କାହିଁକି ପାଳନ କରାଯାଇଥାଏ କ୍ରାନ୍ତି ଦିବସ? ଦେଶକୁ ସ୍ୱାଧିନ କରାଇବାରେ କ’ଣ ରହିଛି ଏହାର ଗୁରୁତ୍ୱ?

August Kranti Diwas: ଆଜି ହେଉଛି ଅଗଷ୍ଟ ୯ ତାରିଖ ଅର୍ଥାତ୍ କ୍ରାନ୍ତି ଦିବସ। ୧୯୪୨ ମସିହା ଆଜିର ଦିନକୁ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ଭାବରେ ପାଳନ କରାଯାଇଥାଏ।

1/7

ଆଜି ହେଉଛି ଅଗଷ୍ଟ ୯ ତାରିଖ ଅର୍ଥାତ୍ କ୍ରାନ୍ତି ଦିବସ। ୧୯୪୨ ମସିହା ଆଜିର ଦିନକୁ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ଭାବରେ ପାଳନ କରାଯାଇଥାଏ।

2/7

ଦେଶ ସ୍ବାଧୀନତା ପାଇବା ପରଠାରୁ ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଆସୁଛି।

3/7

୧୯୪୨ ଅଗଷ୍ଟ ୮ରେ ଭାରତୀୟ ଜାତୀୟ କଂଗ୍ରେସ(Congress) ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ମହାତ୍ମା ଗାନ୍ଧୀ(Mahatma Gandhi)ଙ୍କ ନେତୃତ୍ବରେ କଂଗ୍ରେସ କମିଟି ତାହାର ବମ୍ବେ ଅଧିବେଶନରେ ଏହି ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ସଂକଳ୍ପ ପାରିତ କରିଥିଲା।

4/7

ବିଶେଷକରି ଏହି ଦିନକୁ ମନେ ରଖିବା ତଥା ସ୍ବାଧୀନତା ସଂଗ୍ରାମୀ(Freedom Fighter)ମାନଙ୍କୁ ସ୍ମରଣ କରିବା ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ।

5/7

ବିଶେଷକରି ଏହି ଦିନକୁ ମନେ ରଖିବା ତଥା ସ୍ବାଧୀନତା ସଂଗ୍ରାମୀ(Freedom Fighter)ମାନଙ୍କୁ ସ୍ମରଣ କରିବା ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ।

6/7

ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ଭାରତ(India) ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ।

7/7

୧୯୪୨ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ୧୯୪୭ରେ ସଫଳତା ମିଳିଥିଲା। ଅର୍ଥାତ ୧୯୪୭, ଅଗଷ୍ଟରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ।