Advertisement
Photo Details/zeeodisha/odisha1597153
photoDetails0hindi

How to become rich: ଧନପ୍ରାପ୍ତି ନେଇ କରନ୍ତୁ ଏହି ୫ ଉପାୟ, ଦୂର ହେବ ଆର୍ଥିକ ସମସ୍ୟା

How to become Rich: କୁହାଯାଏ ପରିଶ୍ରମଠାରୁ ବଡ଼ ଧନ କିଛି ନଥାଏ । କିନ୍ତୁ ବାସ୍ତବରେ ବହୁ ପରିଶ୍ରମ କରିବା ପରେ ବି କିଛି ଲୋକଙ୍କୁ ଧନପ୍ରାପ୍ତି ହୋଇନଥାଏ । ଦିନରାତି କଠିନ ପରିଶ୍ରମ ପରେ ବି ଜୀବନରେ ଆର୍ଥିକ ଅନଟନ ଲାଗିରହିଥାଏ । 

1/5

ଧନପ୍ରାପ୍ତି ପାଇଁ  ଓସ୍ତ ଗଛରେ ଏକ ଧଳା ରଙ୍ଗର ପତାକା ଲଗାନ୍ତୁ । ଏହା କରିବା ଦ୍ବାରା ଧନପ୍ରାପ୍ତି ନେଇ ରାସ୍ତା ଖୋଲିଥାଏ ।

2/5

ଶୁକ୍ରବାର ଦିନ ପଦ୍ମ ଫୁଲକୁ ଏକ ନାଲି କପଡ଼ାରେ ବାନ୍ଧି ଏହାକୁ ନିଜ ପର୍ସ ବା ଆଲମାରୀରେ ରଖନ୍ତୁ । ଏପରି କରିବା ଦ୍ବାରା ଘରର ଅଭାବ ଅନଟନ ଦୂର ହେବା ସହ ଧନପ୍ରାପ୍ତି ହୋଇଥାଏ ।   

3/5

ଶୁଭ ସମୟରେ ନାଗଚମ୍ପା ଗଛ ଘରକୁ ଆଣି ଲଗାନ୍ତୁ । ଏହାର ସଠିକ୍ ଭାବରେ ଯତ୍ନ ନିଅନ୍ତୁ । ଏହି ଗଛ ବୃଦ୍ଧି ସହ ଧନ ଲାଭ ଓ ଘରର ଆର୍ଥିକ ସ୍ଥିତି ଭଲ ହୋଇଥାଏ ।

4/5

ଖାଲି କୂଅରେ ରାତି ସମୟରେ ଦୀପ ଜାଳିବା ଦ୍ବାରା ଧନ ପ୍ରାପ୍ତି ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଦୀପ ଜାଳିବା ପରେ ପଛକୁ ବୁଲି ଚାହିଁବେ ନାହିଁ ।

5/5

ପାଣିରେ ଚିନି, କ୍ଷୀର ଓ ଘିଅ ମିଶାଇ ଓସ୍ତ ଗଛର ଛାୟି ତଳେ ଠିଆ ହୋଇ ଗଛ ମୂଳରେ ପାଣି ଦିଅନ୍ତୁ । ଏପିରି କରିବା ଦ୍ବାରା ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହେବାକୁ ଲାଗିଥାଏ ।