Advertisement
photoDetails0hindi

Urfi Javed: ଆଇସକ୍ରିମ୍ କୋନ ସେପର ବ୍ରା’ରେ ନଜର ଆସିଲେ ଉର୍ଫି, ଫଟୋ ଭାଇରାଲ

Urfi Javed : ଅତରଙ୍ଗୀ ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ ହେଲେ ନିଜର ଅଜଗ ଗଜବ ଡ୍ରେସ ସହ ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଉର୍ଫି। ନିଜର ବୋଲ୍ଡ ଲୁକ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ତାଙ୍କର ଟ୍ରୋଲ ହେବା ସତେ ଯେମିତି ଗୋଟିଏ ପରମ୍ପରା ହୋଇସାରିଲାଣି । ତେବେ, ଏହାରି ଭିତରେ ଉର୍ଫିଙ୍କ ଆଉ କିଛି ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି

1/5

ଆଇସକ୍ରିମ୍ କୋନ ସେପର ବ୍ରାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତେବେ ଏହି କୋନ ସେପର ବ୍ରା ସହିତ ସେ ଏକ ବ୍ଲାକ କର୍ଲରର ସ୍କର୍ଟ ମଧ୍ୟ ପିନ୍ଧିଛନ୍ତି । 

 

2/5

ତେବେ ଉର୍ଫିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇଛି ।  ଏହି ଲୁକରେ ଉର୍ଫି ବହୁତ ସେକ୍ସି ଦେଖାଯାଉଛନ୍ତି ।

 

3/5

ନିକଟରେ ଟିଭି ଅଭିନେତ୍ରୀ ତଥା ସୋସିଆଲ୍ ମିଡିଆ ସେନସସନ ଉର୍ଫିଙ୍କ ଉପରେ ବିଜେପି ନାରୀ ନେତ୍ରୀ ଚିତ୍ରା କିଶୋର ୱାଘ ସର୍ବସାଧାରଣରେ ଅଶ୍ଳୀଳତାକୁ ଅଗ୍ରାଧୀକାର ସହ ମୁମ୍ବାଇ ବାତାବରଣକୁ ଖରାପ କରୁଥିବାର ଆରୋପ ଆଣିଥିଲେ । ଏନେଇ ସେ ମୁମ୍ବାଇ ପୋଲିସ୍ ନିକଟରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । 

 

4/5

ଯାହାପରେ ମୁମ୍ବାଇ ପୋଲିସ୍ ମଧ୍ୟ ଉର୍ଫିଙ୍କୁ ପଚରାଉଚରା ପାଇଁ ଓମ୍ବଲି ପୋଲିସ୍ ଷ୍ଟେସନକୁ ଡାକିଥିଲା । ପଚରାଉଚରା ବେଳେ ଉର୍ଫି କହିଥିଲେ ମୁଁ ଜଣେ ସ୍ୱତନ୍ତ୍ର ମଣିଷ ଏବଂ ମତେ ଭିନ୍ନ ଭିନ୍ନ ଧରଣର ପୋଷାକ ପିନ୍ଧିବାକୁ ପସନ୍ଦ ଲାଗେ । 

5/5

ସମ୍ଭିଧାନରେ ଏହା ଅପରାଧ ନୁହେଁ । କିନ୍ତୁ ଫଟୋଗ୍ରାଫର ମାନେ ତାଙ୍କର ଫଟୋ ଉଠାଇ ଏହାକୁ ଭାଇରାଲ କରିଥାନ୍ତି ବୋଲି ସେ ଜବାବ ରଖିଥିଲେ ।