Advertisement
Photo Details/zeeodisha/odisha1688882
photoDetails0hindi

Jaya kishori Education Qualification: ଜାଣନ୍ତୁ କେତେ ପାଠ ପଢିଛନ୍ତି ପ୍ରବଚିକା ଜୟା କିଶୋରୀ...

Jaya kishori Education Qualification: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ (Jaya Kishori) ଙ୍କୁ କିଏ ନ ଜାଣନ୍ତି । ତାଙ୍କର ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ଯୋଗୁଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଜୟା କିଶୋରୀଙ୍କ (Jaya Kishori) ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ଖାଦ୍ୟ, ଫ୍ୟାଶନ୍ ଶୈଳୀ, ଶିକ୍ଷା ଓ ଆୟ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଉତ୍ସୁକ ଥାଆନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଏହି ୟୁଥ ସେସ୍ସସନ୍ ପାଲଟିଥିବା ଜୟା କିଶୋରୀ କେତେ ପାଠ ପଢିଛନ୍ତି ।

1/5

ମୋଟିଭେସନାଲ ସ୍ପିକର୍ ଜୟା କିଶୋରୀଙ୍କର ସାରା ଦୁନିଆର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଜୟା କିଶୋରୀଙ୍କ ପ୍ରକୃତ ନାମ ଜୟା ଶର୍ମା ଅଟେ ।

2/5

ଜୟା କିଶୋରୀଙ୍କ ଏପ୍ରିଲ ୧୩ ତାରିଖ ୧୯୯୫ ମସିହାରେ ରାଜସ୍ଥାନର ସୁଜାନଗଡ଼ରେ ଜନ୍ମଗ୍ରହଣ କରିଥିଲେ। ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବାରୁ ଛୋଟବେଳୁ ତାଙ୍କୁ ଭଜନ କୀର୍ତ୍ତନରେ ବେଶ ରୁଚି ରହିଥିଲା ।

3/5

ଏକ ସାକ୍ଷାତକାରରେ ଜୟା କହିଥିଲେ ଯେ, ସେ ତାଙ୍କ ଜେଜେ ବାପା ଓ ଜେଜେ ମାଆଙ୍କଠାରୁ ଭଜନ ଗାଇବା ଶିଖାଇଥିଲେ ।

4/5

ଜୟା କିଶୋରୀ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶିକ୍ଷାଣାଟନ୍ କଲେଜ ଓ କୋଲକତାର ମହାବେଦୀ ବିଶ୍ବ ଏକାଡ଼େମୀରୁ ହାସଲ କରିଛନ୍ତି । ସ୍କୁଲ ଶିକ୍ଷା ପରେ ଜୟା କିଶୋରୀଙ୍କ ଡ଼ିସଣ୍ଟାନ୍ସ ମୋଡ଼ରେ ବି.କମ ଡିଗ୍ରୀ ହାସଲ କରିଛନ୍ତି ।

5/5

ଯୁକ୍ତ ୨ ପଢିବା ସମୟରେ ହିଁ ଜୟା କିଶୋରୀ ଶ୍ରୀମଦ ଭଗବତ କଥା ମୁଖସ୍ଥ କରିଥିଲେ । ପାଠ ପଢିବା ସହ ଜୟା ଭଜନ ଓ ଗୀତା ପାଠ ମଧ୍ଯ କରୁଥିଲେ ।