NCRB record ରାଜ୍ୟରୁ ୭୦ ହଜାର ମହିଳା ନିଖୋଜ, NCRB ରେକର୍ଡରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ
)
ତେବେ ମଧ୍ୟପ୍ରଦେଶରୁ ୧୬୦,୧୮୦ ମହିଳା ନିଖୋଜ ହୋଇଥିବା ବେଳେ ୩୮,୨୩୪ ଯୁବତୀ ନିଖୋଜ ହୋଇଯାଇଥିବା ନେଇ ସୂଚନା ରହିଛି।
)
ପଶ୍ଚିମବଙ୍ଗରୁ ମୋଟ ୧୫୬୯୦୫ ମହିଳା ଓ ୩୬୬୦୬ ଜଣ ଯୁବତୀ ନିଖୋଜ ରହିଛନ୍ତି।
)
ମହାରାଷ୍ଟ୍ରରୁ ୧୭୮,୪୦୦ ମହିଳା ନିଖୋଜ ରହିଥିବା ବେଳେ ୧୩୦୩୩ ଜଣ ଯୁବତୀ ନିଖୋଜ ରହିଛନ୍ତି।
)
ଓଡ଼ିଶାରୁ ୭୦୨୨୨ ଜଣା ମହିଳା ନିଖୋଜ ରହିଥିବା ବେଳେ ୧୬୬୪୯ ଜଣ ଯୁବତୀଙ୍କ ସମ୍ପର୍କରେ ସନ୍ଧାନ ମିଳୁନଥିବା ସରକାର ସୂଚନା ପ୍ରଦାନ କରିଛନ୍ତି।
)
ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରୁ ସର୍ବାଧିକ ସଂଖ୍ୟାରେ ମହିଳା ଓ ଯୁବତୀ ନିଖୋଜ ହୋଇଥିବାର ସୂଚନା ରହିଛି।
ट्रेन्डिंग फोटोज़



