Advertisement
Photo Details/zeeodisha/odisha2340470
photoDetails0hindi

Sunabesa: ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ସୁନାବେଶ। ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁନାବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ବଡ଼ଦାଣ୍ଡରେ ଜନସମୂଦ୍ର। ସୁନାବେଶ ଦେଖିବା ପାଇଁ ଭକ୍ତିରେ ବିଭୋର ଭକ୍ତ। ଦେଖନ୍ତୁ ମହାପ୍ରଭୁଙ୍କ ସୁନାବେଶର କିଛି ଝଲକ...

1/6

ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର

2/6

ସୁନାବେଶରେ ଦର୍ଶନ ଦେଉଛନ୍ତି ଦେବୀ ସୁଭଦ୍ରା

3/6

ସୁନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ

4/6

ସୁନାର ପାଦ ଓ ହାତ ଅଳଙ୍କାର

5/6

ସୁନାର ମୁକୁଟ। 

6/6

ମହାପ୍ରଭୁଙ୍କ ଅଳଙ୍କାର