Advertisement
Photo Details/zeeodisha/odisha1750478
photoDetails0hindi

Kajal Aggarwal: ଏହି କାରଣ ଯୋଗୁଁ ଫିଲ୍ମ ଇଣ୍ତଷ୍ଟ୍ରିକୁ Good Bye କହିବେ କାଜଲ ଅଗ୍ରୱାଲ…

Kajal Aggarwal: ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସାଉଥ ସମେତ ବହୁ ବଲିଉଡ଼ ସିନେମାରେ ଅଭିନୟ କରିଥିବା ଏହି ସୁନ୍ଦରୀ ‘ସିଘଂମ ଗାର୍ଲ’ ଭାବେ ମଧ୍ଯ ବେଶ ପରିଚିତ । ନିକଟରେ ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି ।

1/5

ଏବେ ବୃତ୍ତିଗତ ଜୀବନ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କାଜଲ । ସେ କୁଆଡ଼େ ଫିଲ୍ମ ଇଣ୍ତଷ୍ଟ୍ରି ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

2/5

ରିପୋର୍ଟ ମୁତାବିକ, କାଜଲଙ୍କ ହାତରେ ବର୍ତ୍ତମାନ ଦୁଇଟି ପ୍ରୋଜେକ୍ଟ ରହିଥିବା ବେଳେ ସେ ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

3/5

ଏହି ଦୁଇଟି ସିନେମାର କାର୍ଯ୍ୟ ସରିବା ପରେ ସେ ଫିଲ୍ମ ଇଣ୍ତଷ୍ଟ୍ରିରୁ ବିଦାୟ ନେବେ ବୋଲି ଚର୍ଚ୍ଚା ହେଉଛି ।

4/5

ନିଜର ବ୍ୟକ୍ତିଗତ ଜୀବନକୁ ଅଧିକ ସମୟ ଦେବା ଲାଗି ଅଭିନେତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

5/5

କାଜଲ ପୁଅ ନୀଲଙ୍କ ଲାଗି ଇଣ୍ତଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ବଳକା ଥିବା କାମ ପାଇଁ ସେ ପୁଅକୁ ସମୟ ଦେଇପାରୁନାହାନ୍ତି । ତେବେ ଏହି ଖବରରେ କେତେ ସତ୍ୟତା ଅଛି ତାହା କାଜଲଙ୍କ ପ୍ରତିକ୍ରିୟା ପରେ ସ୍ପଷ୍ଟ ହେବ ।