India Railway: ଦେଶରେ ପ୍ରାୟ ୭୦୮୩ ରେଳ ଷ୍ଟେସନ ରହିଛି। ହେଲେ ଏହା ମଧ୍ୟରୁ ଏପରି କିଛି ରେଳ ଷ୍ଟେସନ ଯାହା ଆକାରରେ ଅନ୍ୟ ଷ୍ଟେସନ ଅପେକ୍ଷା ବହୁତ ବଡ଼। ଜାଣନ୍ତୁ ଦେଶର ସବୁଠାରୁ ବଡ ରେଳ ଷ୍ଟେସନ ସମ୍ପର୍କରେ ଜାଣନ୍ତୁ।
ଅହମ୍ମଦାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨।
ଆହ୍ଲାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦।
ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୭।
ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୮।
ହାୱଡ଼ା ଜଙ୍କସନ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୨୩।
କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦।
ଖଡ଼ଗପୁର ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨।
ନୂଆଦିଲ୍ଲୀ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୬।
ପାଟନା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୧୦।
ସିଆଲଦା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୨୧
ट्रेन्डिंग फोटोज़