Advertisement
photoDetails0hindi

Vande Bharat: ବନ୍ଦେ ଭାରତ ଟ୍ରେନ ନିର୍ମାଣରେ ହୋଇଥାଏ କେତେ ଟଙ୍କା ଖର୍ଚ୍ଚ? ଜାଣନ୍ତୁ

Vande Bharat Making Cost: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଦେଶର କୋଣ ଅନୁକୋଣରେ ସେବା ଯୋଗାଉଛି। ବନ୍ଦେ ଭାରତ ଏକ୍ସପ୍ରେସ ମୂଲ୍ୟ କେତେ ହୋଇଥାଏ? ଏହାର ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ?

1/5

ବନ୍ଦେ ଭାରତ ଏକ୍ସପ୍ରେସ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇ ସାରିଛି। ନିକଟରେ କିଛି ପରିବର୍ତ୍ତିତ ବନ୍ଦେ ଭାରତ ଟ୍ରେନ୍ ପହଞ୍ଚିଛି। ଯାହାର ୧୬ କୋଚ୍ ରହିଛି। 

2/5

୧୬ କୋଚ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ତିଆରି ପାଇଁ ମୂଲ୍ୟ ହେଉଛି ୧୧୫ କୋଟି ଟଙ୍କା। ଅର୍ଥାତ୍ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। 

3/5

କୁହାଯାଉଛି ଯେ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ବୃଦ୍ଧି ପାଇବ ସେତେବେଳେ ଏହାର ମୂଲ୍ୟ ଆହୁରି ହ୍ରାସ ହୋଇପାରେ।

4/5

ଏନେଇ ହୋଇଥିବା ଆକଳନ ଅନୁସାରେ ଖୁବ୍ ଶୀଘ୍ର ୫୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବାକୁ ଯାଉଛି। ଯାହା ପରେ ଏହାର ମୂଲ୍ୟ ଆହୁରି ହ୍ରାସ ହୋଇପାରେ।

 

5/5

ଏହା ପୂର୍ବରୁ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏପରିକି କିଛି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ୧୧୦ କୋଟିରୁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।