Advertisement
photoDetails0hindi

General Knowledge: ସମୁଦ୍ରରେ କାହିଁକି ସୃଷ୍ଟି ହୋଇଥାଏ ଲହରୀ? ଜାଣନ୍ତୁ ଏହାର କାରଣ

why are waves formed in the sea: ଆପଣ କେବେ ନାଁ କେବେ ସମୁଦ୍ର କୂଳକୁ ଯାଇଥିବେ। ଆପଣ ନିଶ୍ଚିତ ଭାବେ ସେଠାକାର ଦୃଶ୍ୟକୁ ପସନ୍ଦ କରିଥିବେ। ସମୁଦ୍ରରେ ଉଠୁଥିବା ଲହରୀ ସହିତ ଆପଣ ମଧ୍ୟ ମଜାମସ୍ତି ମଧ୍ୟ କରିଥିବେ। ହେଲେ କ'ଣ ଆପଣ ଜାଣଛନ୍ତି ସମୁଦ୍ରରେ କାହିଁକି ସୃଷ୍ଟି ହୋଇଥାଏ ଲହରୀ।

1/6

ଯେତେବେଳେ ସମୁଦ୍ରରେ ଉଠୁଥିବା ଲହରୀ ଆକାରରେ ଛୋଟ ହୋଇଥାଏ, ସେତେବେଳେ ଏହାକୁ ଦେଖିବା ଭଲ ଲାଗିଥାଏ। ଆକାରରେ ଛୋଟ ଦେଖା ଯାଉଥିବା ଲହରୀ ସହ ମଜାମସ୍ତି କରିବା ଭଳି ଲାଗିଥାଏ। ହେଲେ ଯେତେବେଳେ ଏହି ଲହରୀ ଆକାରରେ ବଡ଼ ହୋଇଯାଏ ସେତେବେଳେ ଏହା ଭୟାନକ ରୂପ ଧାରଣ କରିଥାଏ।

2/6

ହେଲେ କାହିଁକି ସମୁଦ୍ରରେ ସୃଷ୍ଟି ହୋଇଥାଏ ଲହରୀ? କ'ଣ ରହିଛି ଏହା ପଛର କାରଣ?

3/6

 

Oceanservice.noaa.gov ଅନୁଯାୟୀ ଜଳ ଉପରେ ଯାଉଥିବା ଶକ୍ତି କାରଣରୁ ସମୁଦ୍ରରେ ଲହରୀ ସୃଷ୍ଟି ହୋଇଥାଏ। ଯାହା ବାୟୁ ଏବଂ ଭୂପୃଷ୍ଠ ଜଳ ମଧ୍ୟରେ ଘର୍ଷଣ ଦ୍ୱାରା ଗଠିତ ହୋଇଥାଏ।

4/6

ଯେତେବେଳେ ସମୁଦ୍ର କିମ୍ବା ହ୍ରଦ ପୃଷ୍ଠରେ ପ୍ରବଳ ପବନ ପ୍ରବାହିତ ହୋଇଥାଏ, ସେତେବେଳେ ଏକ "ୱେବ୍" (Web) ସୃଷ୍ଟି ହୋଇଥାଏ।

5/6

ଏହି କାରଣରୁ ପାଣିରେ "ୱେବ୍" ସମୁଦ୍ର ଉପକୂଳରେ ମିଳିଥାଏ। ଯାହା ଜଳର ଗତି, ମାଧ୍ୟାକର୍ଷଣ ଏବଂ ପବନର ଫଳାଫଳ ହୋଇଥାଏ।

6/6

ହେଲେ ଯେତେବଳେ ସମୁଦ୍ରରେ ବହୁତ ବଡ ଏବଂ ଭୟାନକ ଲହରୀ ଦେଖୁ, ଯାହା ବିଭିନ୍ନ ସମୟରେ ଅନେକ କ୍ଷତି ଘଟାଏ, ସେହି ଲହରୀ ମାଧ୍ୟାକର୍ଷଣ ଶକ୍ତି କାରଣରୁ ସୃଷ୍ଟି ହୁଏ। ଯେପରିକି ଜୁଆର ସମୟରେ ସୃଷ୍ଟି ହେଉଥିବା ଲହରୀ କିମ୍ବା ସମୁଦ୍ର ମଧ୍ୟରେ ହେଉଥିବା ଭୂକମ୍ପ ପରେ ସୃଷ୍ଟି ହେଉଥିବା ଲହରୀ। ଯାହା ସୁନାମୀ ନାମରେ ଜଣାଶୁଣା।