Advertisement
photoDetails0hindi

safest seat on plane: ବିମାନରେ କେଉଁଠି ଥାଏ ସବୁଠାରୁ ସୁରକ୍ଷିତ ଆସନ?

safest seat on flight: ବିମାନ ଯାତ୍ରା ଲାଗି ଟିକେଟ ବୁକିଂ କରିବା ବେଳେ କେବେ ନାଁ କେବେ ଆପଣ ଚିନ୍ତା କରିଥିବେ ସବୁଠାରୁ ସୁରକ୍ଷିତ ସିଟ୍ କେଉଁଠି ଥାଏ। ଆପଣଙ୍କୁ କହିରଖୁଛୁ ଯେ ବୋଧହୁଏ ଆପଣ ୟେଉଁ ଆସନକୁ ଅଧିକ ପସନ୍ଦ କରୁଥାନ୍ତି ହୁଏତ ସେହି ସିଟ୍ ସୁରକ୍ଷିତ ଆସନ ହୋଇନଥାଏ।ଯ

1/5

ଯେତେବେଳେ କେହି ବିମାନ ଟିକେଟ ବୁକ୍ କରିଥାନ୍ତି, ସେତେବେଳେ ସେ ତାଙ୍କର ପ୍ରିୟ ସିଟ୍ ପାଇବାକୁ ଚାହିଁଥାନ୍ତି। କିଛି ଲୋକ ୱିଣ୍ଡୋ ସିଟ୍ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଲେଗରୁମ୍ କିମ୍ବା ୱାଶରୁମ୍ ପାଖରେ ସିଟ୍ ପସନ୍ଦ କରିଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି  ବିମାନରେ ସବୁଠାରୁ ସୁରକ୍ଷିତ ଆସନ କ'ଣ?

2/5

କୌଣସି ଯାତ୍ରୀ ଯଦି ନିଜ ଇଚ୍ଛାରେ ଯେକୌଣସି ବିମାନରେ ପଛ ସିଟ୍ ବୁକ୍ କରିଥାନ୍ତି, ହେଲେ ପଛ ଭାଗରେ ରହିଥିବା ଆସନ ହେଉଛି ସବୁଠାରୁ ସୁରକ୍ଷିତ ସିଟ୍। ଆପଣ ହୁଏତ ଏକଥା ଜାଣି ନଥାଇ ପାରନ୍ତି। ହେଲେ ବିମାନରେ ସବୁଠାରୁ ସୁରକ୍ଷିତ ଆସନ ହେଉଛି ପଛ ଭାଗରେ ରହିଥିବା ସିଟ୍। ହେଲେ ଏହା କିପରି ସମ୍ଭବ ସେକଥା ହୁଏଚ ଆପଣ ଚିନ୍ତା କରୁଥାଇ ପାରନ୍ତି।  

 

3/5

ଆପଣଙ୍କୁ କହିରଖୁଛୁ ଯେ ବିମାନରେ କେଉଁଠି ଥାଏ ସବୁଠାରୁ ସୁରକ୍ଷିତ ଆସନ ସେ ନେଇ ଆନ୍ତର୍ଜାତୀୟ ସ୍ତରରେ ଏକ ଅନୁସନ୍ଧାନ ହୋଇଥିଲା। ଯେଉଁଥିରେ ବିମାନର ସବୁଠାରୁ ସୁରକ୍ଷିତ ଆସନ ବିଷୟରେ ଗବେଷଣା କରାଯାଇଥିଲା।

4/5

ଏନେଇ ହୋଇଥିବା ଗବେଷଣା ବେଳେ ଏକ ତଥ୍ୟ ସାମ୍ନାକୁ ଆସିଥିଲା। ତାହା ହେଉଛି ଗତ ୧୯୮୯ ମସିହାରେ ଆୟୋବା ସିଓକ୍ସ ସିଟି ଠାରେ ୟୁନାଇଟେଡ୍ ଫ୍ଲାଇଟ୍ ୨୩୨ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଯାତ୍ରା କରୁଥିବା ୨୬୯ ଜଣ ଲୋକଙ୍କ ମଧ୍ୟରୁ ୧୮୪ ଜଣ ବଞ୍ଚି ଯାଇଥିଲେ।

5/5

ବଞ୍ଚିଥିବା ଅଧିକାଂଶ ଲୋକ ପ୍ରଥମ ଶ୍ରେଣୀରେ ପଛପଟୁ ବସିଥିଲେ। ତଥାପି ଆମେରିକୀୟ ପତ୍ରିକା TIME ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ୩୫ ବର୍ଷର ବିମାନ ଦୁର୍ଘଟଣା ତଥ୍ୟ ଯାଞ୍ଚ କରିଯିବାରୁ ଜଣାପଡିଛି ଯେ ବିମାନର ମଧ୍ୟମ ଭାଗରେ ରହିଥିବା ପଛ ଆସନରେ ଯେଉଁମାନେ ମୃତ୍ୟୁହାର ସର୍ବନିମ୍ନ ୨୮ ପ୍ରତିଶତ ରହିଥିଲା।