Advertisement
Photo Details/zeeodisha/odisha1616093
photoDetails0hindi

Chaitra Navratri 2023: ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‍, ନଚେତ ହୋଇଯିବେ କାଙ୍ଗାଳ!

Chaitra Navratri 2023: ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ(Chaitra Navratri )। ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଚୈତ୍ର ନବରାତ୍ରୀ (Chaitra Navratri) ୨୨ ମାର୍ଚ୍ଚ ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ । ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ।

1/5

ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି। ମାଆଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ। ତେଣୁ ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ।

2/5

ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ। ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।

 

3/5

ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ କେଶ,ଦାଢି କାଟନ୍ତୁ ନାହିଁ। ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।

4/5

ନବରାତ୍ରୀ ସମୟରେ ନଖ ମଧ୍ୟ କାଟନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ନବରାତ୍ରୀ ପୂର୍ବରୁ ନଖ କାଟି ପାରିବେ।

5/5

ନବରାତ୍ରୀ ସମୟରେ କୌଣସି ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ବେଲ୍ଟ,ଜୋତା, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।