Advertisement
Photo Details/zeeodisha/odisha1753305
photoDetails0hindi

HBD Karisma Kapoor: ଜାଣନ୍ତୁ କରିସ୍ମାଙ୍କ ବିଷୟରେ ଏହି ୫ଟି ଖାସ୍ କଥା...

HBD Karisma Kapoor: ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁର (Karisma Kapoor) । ଆଜି ସେ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଏନେଇ ଅଭିନେତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ୧୯୭୪ ମସିହା, ଆଜିକା ଦିନରେ କରିସ୍ମା ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ।

1/5

କରିସ୍ମାଙ୍କ ଡାକ ନାଁ ଲାଲୋ । କାରଣ ହଲିଉଡ଼ରେ ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ନାଁ  (Gina Lollobrigida) ଗିନା ଲାଲୋବ୍ରିଗିଡା। କରିସ୍ମାଙ୍କ ମାଆ  ଏହି ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରନ୍ତି । ତେଣୁ ସେ କରିସ୍ମାଙ୍କ ଡାକ ନାଁ  ଲାଲୋ ରଖିଛନ୍ତି। 

2/5

ଅଭିନେତା ରାଜ୍ କପୁର  ।  ତାଙ୍କ ନାତୁଣୀ ହେଉଛନ୍ତି କରୀସ୍ମା କପୁର । ରାଜ୍ କପୁରଙ୍କ ଆଖି ରଙ୍ଗ ପାଇଁ ସେ ଅଧିକ ସୁନ୍ଦର ଦିଶନ୍ତି । ତାଙ୍କର ଆଖିର ରଙ୍ଗ ହେଉଛି ବ୍ଲୁ ଗ୍ରୀନ୍ (blue-green eyes) । ଠିକ୍ ସେହିପରି କରିସ୍ମା କପୁରଙ୍କ ଆଖିର ରଙ୍ଗ । ଯେଉଁଥି ପାଇଁ ସେ ଅଧିକ ସୁନ୍ଦର ଦିଶନ୍ତି । ସେହିପରି କରିନାଙ୍କ ପୁଅ ତଇମୁର ଆଖିର ରଙ୍ଗ ମଧ୍ୟ ସମାନ ।

3/5

'ଫିଲ୍ମ ଦିଲ୍ ତୋ ପାଗଲ ହେ'ରେ କାଜଲ, ଶିଳ୍ପା ସେଟ୍ଟୀ, ମନିଶା କୋରେଲା, ରବିନା ଟଣ୍ତନ, ଜୁହି ଚାଓ୍ବାଲା ଭଳି ଅଭିନେତ୍ରୀ ଅଡିସନ୍ ଦେଇଥିଲେ । କିନ୍ତୁ ଏଥିରେ ସମସ୍ତଙ୍କ ପଛର ପକାଇଥିଲେ  କରିସ୍ମା ।  ଏହି ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ। 

 

4/5

କରିସ୍ମାଙ୍କୁ ଶ୍ରୀଦେବୀ ଓ ମାଧୁରୀ ଆଇଡଲ ବୋଲି ମାନନ୍ତି । କାହିଁକିନା ସେ ନିଜ କ୍ୟାରିୟର ଆରମ୍ଭରୁ ନାମୀଦାମୀ ହିରୋଙ୍କ ସହ ଲିଡ଼ ରୋଲରେ ନଜର ଆସୁଥିଲେ। ଯେଉଁଠି ମାଧୁରୀ ଆଉ ଶ୍ରୀଦେବୀ ଅତିଥି ବା କେମୋ ଭୂମିକାରେ ନଜର ଆସନ୍ତି। 

5/5

କରିସ୍ମା ଜ୍ୟୋତିଷ ଶାସ୍ତ୍ରରେ ଅଧିକ ବିଶ୍ବାସ କରନ୍ତି ।