Stamina Booster: ପାର୍ଟନର ରହୁଛନ୍ତି କି ଅସନ୍ତୁଷ୍ଟ, ପୁରୁଷଙ୍କ ଶୀଘ୍ର ପତନର ଏହା ହେଉଛି ମୁଖ୍ୟ କାରଣ...
Advertisement

Stamina Booster: ପାର୍ଟନର ରହୁଛନ୍ତି କି ଅସନ୍ତୁଷ୍ଟ, ପୁରୁଷଙ୍କ ଶୀଘ୍ର ପତନର ଏହା ହେଉଛି ମୁଖ୍ୟ କାରଣ...

Stamina Booster: ପୁରୁଷଙ୍କ ଉପରେ ପଡୁଥିବା ଚାପ, ମାନସିକ ସମସ୍ୟା, ହୃଦ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା, ଡ୍ରଗ୍ ବ୍ୟବହାର, ମଦ୍ୟପାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ସେପଟେ ଯେଉଁମାନେ ଅତ୍ୟଧିକ ମାତ୍ରାରେ ସିଗାରେଟ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତ୍ତନର ସମସ୍ୟା ଦେଖାଦେଇଥାଏ। ତେବେ ଏହାକୁ କେମିତି ରୋକିବା ବା ଭଲ କରିବେ ଆସନ୍ତୁ ଜାଣିବା । 

 

Stamina Booster: ପାର୍ଟନର ରହୁଛନ୍ତି କି ଅସନ୍ତୁଷ୍ଟ, ପୁରୁଷଙ୍କ ଶୀଘ୍ର ପତନର ଏହା ହେଉଛି ମୁଖ୍ୟ କାରଣ...

Stamina Booster: ଶାରୀରିକ ସମ୍ବନ୍ଧ ରଖିବା ଏକ ଅନୁଭବ । ହେଲେ କିଛି କିଛି ଦମ୍ପତି ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି କାରଣ ହେଉଛି ପୁରୁଷଙ୍କ ଠାରେ ଦେଖାଦେଉଥିବା ଶୀଘ୍ରପତନ। ତେବେ ଏହା କିଛିମାତ୍ରାରେ ବଂଶାନୁକ୍ରମିକ ହୋଇଥିବା ବେଳେ କିଛି ମାତ୍ରାରେ ପୁରୁଷଙ୍କ ର ମଧ୍ୟ ବ୍ୟକ୍ତିଗତ ଭୁଲ୍ ହୋଇଥାଏ। ତେବେ ଶୀଘ୍ର ପତନ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହୋଇଥିବା ବେଳେ ଏହାର ଉପଚାର ମଧ୍ୟ ଘରୋଇ ଭାବେ କରିପାରିବେ। ଶୀଘ୍ର ପତ୍ତନ ଅର୍ଥ ସମ୍ଭୋଗ ସମୟରେ ପୁରୁଷଙ୍କ ଠାରେ ଥିବା ଶୁକ୍ରାଣୁର ବାହାରିବାକୁ ଶୀଘ୍ର ପତ୍ତନ ବୋଲି କୁହାଯାଏ। ତେବେ ଏମିତି ହେବାର ମୁଖ୍ୟ କାରଣ କଣ ଆସନ୍ତୁ ଜାଣିବା...

ଶୀଘ୍ର ପତ୍ତନ ପରେ ନକରାତ୍ମକ ଚିନ୍ତା ଭାବନା ମନକୁ ଆସିଥାଏ। ପୁରୁଷ ହିସାବରେ ନିଜକୁ ହୀନ ବୋଲି ଭାବିବା । ନିଜକୁ କମଜୋର ଭାବିବା ସହ ଶୀଘ୍ର ପତ୍ତନ କାରଣରୁ ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ଦେଖାଦେଇଥାଏ।  ମଧ୍ୟଯୁଗରେ, ଯେତେବେଳେ ଲିଙ୍ଗର ସ୍ନାୟୁ ଦୁର୍ବଳ ହୋଇଯାଏ ଏବଂ ବୟସ ବଢିବା ହେତୁ ଶୁକ୍ରାଣୁର ମଧ୍ୟ ହ୍ରାସ ଦେଖାଦେଇଥାଏ। ହେଲେ କାହିଁକି ଶୀଘ୍ର ପତ୍ତନ ହୋଇଥାଏ ଆସନ୍ତୁ ଜାଣିବା...ଭୟ, ଅସୁରକ୍ଷିତ ଯୌନ ସମ୍ପର୍କ, ଶାରୀରିକ ଏବଂ ମାନସିକ ସମସ୍ୟା ମଧ୍ୟ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହୋଇପାରେ । ଏହାସହ ପୁରୁଷଙ୍କ ଉପରେ ପଡୁଥିବା ଚାପ, ମାନସିକ ସମସ୍ୟା, ହୃଦ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା, ଡ୍ରଗ୍ ବ୍ୟବହାର, ମଦ୍ୟପାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ସେପଟେ ଯେଉଁମାନେ ଅତ୍ୟଧିକ ମାତ୍ରାରେ ସିଗାରେଟ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତ୍ତନର ସମସ୍ୟା ଦେଖାଦେଇଥାଏ। 

ସମ୍ଭୋବ ସମୟ କେମିତି ବୃଦ୍ଧି କରିବେ
ଖାଦ୍ୟପେୟରେ ପରିବର୍ତ୍ତନ କରିବା
ନିଜର ଜୀବନଶୈଳୀକୁ ଜଗିବା
ଫର୍ଟିଲିଟି ବଢାଇବା ପାଇଁ ଚକୋଲେଟ ଖାଆନ୍ତୁ
ବଡି ମସାଜ ନିଅନ୍ତୁ
କଫି କିମ୍ବା ଚା ର ସେବନ କରନ୍ତୁ
ଧୂମ୍ରପାନରୁ ଦୂରେଇ ରୁହନ୍ତୁ

ଶତାବରୀ: ଏହା ଏକ ଆୟୁର୍ବେଦିକ ଔଷଧ ଏବଂ ଅନେକ ପ୍ରକାରର ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ବିଶେଷକରି ଯୌନ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସାରେ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଶତାବରୀର ଉପକାରିତା ଆୟୁର୍ବେଦରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଶତାବରୀ ନିୟମିତ ଖାଇବା ଦ୍ୱାରା ଯୌନ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଗୋଖୁର: ଆୟୁର୍ବେଦରେ କୁହାଯାଇଛି ଯେ ଗୋଖୁରା ଏକ ଚେରମୂଳି ଔଷଧ। ଗୋଖୁରା ମୁଖ୍ୟତଃ ଯୌନ ଶକ୍ତିକୁ ବୃଦ୍ଧି ଏବଂ ଶୀଘ୍ରପତ୍ତନରୁ ମୁକ୍ତି ଦେଇଥାଏ।  ଏହାର ବ୍ୟବହାର ମାଂସପେଶୀକୁ ମଜଭୁତ କରିଥାଏ ଏବଂ ଟେଷ୍ଟୋଷ୍ଟେରନ୍ ସ୍ତରକୁ ବୃଦ୍ଧି କରିଥାଏ। 

କେସର: କେଶରର ମୁଖ୍ୟ ଉପକାରିତା ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି, କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ କେଶରରେ ମଧ୍ୟ ଔଷଧିୟ ଗୁଣ ଅଛି । ଆୟୁର୍ବେଦ ଅନୁଯାୟୀ, କ୍ଷୀରରେ ମିଶ୍ରିତ କେଶର ପିଇବା ଶୀଘ୍ର ପତ୍ତନ ରୁ ମୁକ୍ତି ମିଳିଥାଏ। 

Also Read: Vaginal Hygiene Tips: ଡାଏବେଟିସରେ ପୀଡିତ ମହିଳା ଶାରୀରିକ ସମ୍ବନ୍ଧ ରଖୁଥିଲେ ହୋଇଯାଆନ୍ତୁ ସାବଧାନ !

Also Read: Health Tips: ଜାଣିଛନ୍ତି କି? ସପ୍ତାହକୁ କେତେ ଥର ସେକ୍ସ କରିବା ଜରୁରୀ