Advertisement
photoDetails0hindi

ମୁଖ୍ୟମନ୍ତ୍ରୀ ନବୀନଙ୍କ ନବରତ୍ନ! ଜାଣନ୍ତୁ, କାହାର କୁବେର ଭଣ୍ଡାର କେତେ ବଡ଼

ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତି ୬୪.୯୮ କୋଟି ଟଙ୍କା। ସେଥିରେ ୧୩ ଲକ୍ଷ ୪୪ ହଜାର ୫୦୨ ଅସ୍ଥାବର ଓ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୧୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ର ମଡେଲ୍ ଏକ ଆମ୍ବାସଡର ଅଛି। ଯାହାର ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ। ତାଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ଅଳଙ୍କାରର ଅଛି।

ସଂସଦୀୟ ବ୍ୟାପାର ବିକ୍ରମ ଆରୁଖ

1/11
ସଂସଦୀୟ ବ୍ୟାପାର ବିକ୍ରମ ଆରୁଖ

ସଂସଦୀୟ ବ୍ୟାପାର ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା

 

 

ବିଦ୍ର- ୨୦୨୧ ଜାନୁଆରୀରେ ପ୍ରକାଶ ପାଇଥିବା ତଥ୍ୟ।

କ୍ରୀଡା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା

2/11
କ୍ରୀଡା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା

କ୍ରୀଡା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା- ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା

 

କୃଷି ମନ୍ତ୍ରୀ ଅରୁଣ ସାହୁ

3/11
କୃଷି ମନ୍ତ୍ରୀ ଅରୁଣ ସାହୁ

କୃଷି ମନ୍ତ୍ରୀ ଅରୁଣ ସାହୁ- ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା।

ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

4/11
ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

ଆଦିବାସୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ

5/11
ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା ସଂସଦୀୟ ବ୍ୟାପାର ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

6/11
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ- ୪ କୋଟି  ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା।

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର

7/11
ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର- ୭ କୋଟି ୩୧ ଲକ୍ଷ ୭୬ ହଜାର  ୪୦୮ ଟଙ୍କା।

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

8/11
ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା- ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା।

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

9/11
ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ୧.୬୦ କୋଟିର ସ୍ଥାବର ଓ ୪୩.୨୫ ଲକ୍ଷ ଟଙ୍କାର  ଅସ୍ଥାବର ସମ୍ପତ୍ତି ଅଛି। କିନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମରେ ୧.୯ କୋଟିର ସମ୍ପତ୍ତି ରହିଛି। 

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ

10/11
ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ୍ ଦୁଇଟି ରିଭରବଲ୍ ଏବଂ ଗୋଟିଏ ରାଇଫଲ ରଖିଛନ୍ତି। ସେ ୮୦ଟି ବ୍ୟବସାୟିକ ଗାଡ଼ି ମାଲିକ।

ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା

11/11
ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା

ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ ଲକ୍ଷ ବଢ଼ିଛି। ତାଙ୍କ ପାଖରେ ଏବେ ମୋଟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କାର ସମ୍ପତ୍ତି ଅଛି।