ମହିଳାଙ୍କ କିଛି ଏପରି ରହସ୍ୟ ଯାହା ବିଷୟରେ ଜାଣନ୍ତିନି କେହି...!
Advertisement

ମହିଳାଙ୍କ କିଛି ଏପରି ରହସ୍ୟ ଯାହା ବିଷୟରେ ଜାଣନ୍ତିନି କେହି...!

ଯଦି କୌଣସି ବ୍ୟକ୍ତି ଜଣେ ମହିଳା ମହିଳାଙ୍କ ବିଷୟରେ ସବୁକିଛି ଜାଣିବାକୁ ଦାବି କରନ୍ତି, ତେବେ ସେ ଭ୍ରମର ଶିକାର ଅଛନ୍ତି । ଆସନ୍ତୁ ଜାଣିବା ମହିଳାମାନଙ୍କ ସହ ଜଡିତ ରହସ୍ୟମୟ ଜିନିଷଗୁଡିକ ବିଷୟରେ...

ମହିଳାଙ୍କ କିଛି ଏପରି ରହସ୍ୟ ଯାହା ବିଷୟରେ ଜାଣନ୍ତିନି କେହି...!

ଜଣେ ମହିଳା ନିଜ ବିଷୟରେ ଯେତିକି ଜାଣନ୍ତି ସେପରି କୌଣସି ପୁରୁଷ ଜାଣିପାରନ୍ତି ନାହିଁ । ପୁରୁଷ ତ କେବଳ ସେମାନଙ୍କ ବିଷୟରେ ଦେଖନ୍ତି ଓ ଶୁଣନ୍ତି, ସେହି ଅନୁରୂପରେ ସେ ନିଜ କଳ୍ପନା କରିପାରନ୍ତି । ଅନ୍ୟପକ୍ଷେ ମହିଳାଙ୍କ ଏପରି କିଛି ରହସ୍ୟ ରହିଥାଏ, ଯାହା ବିଷୟରେ କେହି ଜାଣନ୍ତି ନାହିଁ । ମୁଖ୍ୟତଃ ଏପରି କିଛି କଥା ରହିଛି, ଯାହାକୁ ମହିଳାମାନେ ନିଜ ସାଥୀ ସହ  ସେୟାର କରନ୍ତି ନାହିଁ । ସେ ନିଜ ମଧ୍ୟରେ ଏହାକୁ ଲୁଚାଇ ରଖିଥାଏ । ଯଦି କୌଣସି ବ୍ୟକ୍ତି ଜଣେ ମହିଳା ମହିଳାଙ୍କ ବିଷୟରେ ସବୁକିଛି ଜାଣିବାକୁ ଦାବି କରନ୍ତି, ତେବେ ସେ ଭ୍ରମର ଶିକାର ଅଛନ୍ତି । ଆସନ୍ତୁ ଜାଣିବା ମହିଳାମାନଙ୍କ ସହ ଜଡିତ ରହସ୍ୟମୟ ଜିନିଷଗୁଡିକ ବିଷୟରେ...

1. ପ୍ରତ୍ୟେକ ଝିଅ ସବୁବେଳେ ସରପ୍ରାଇଜକୁ ଭଲ ପାଆନ୍ତି । ଏହା ବ୍ୟତୀତ ଧ୍ୟାନ ଦେବାର କଥା ହେଉଛି ଯେ ଝିଅମାନେ ମହଙ୍ଗା ଜିନିଷର ଉପହାର ପାଇବା ପରିବର୍ତ୍ତେ ଛୋଟ ଗୋଲାପରେ ଖୁସି ହୋଇଯାଆନ୍ତି ।

2. ମହିଳାମାନେ ମଧ୍ୟ ନିଜ ସାଥୀଙ୍କ ପୋଷାକ ଦ୍ୱାରା ପ୍ରଭାବିତ ହୁଅନ୍ତି । ତେଣୁ ପୁଅମାନେ ସେମାନଙ୍କର ପୋଷାକର ବିଶେଷ ଯତ୍ନ ନେବା ଉଚିତ୍ ।

3. ମହିଳାମାନେ କେବଳତ ସେମାନଙ୍କ ପ୍ରଶଂସା କରୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତିନି, ବରଂ ଯେଉଁମାନେ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦୁର୍ବଳତାକୁ ନେଇ କହନ୍ତୁ, କରନ୍ତି ସେମାନଙ୍କୁ ମଧ୍ୟ ମହିଳାମାନେ ପସନ୍ଦ କରନ୍ତି ।

4. ଏହା ବ୍ୟତୀତ ରହସ୍ୟ କଥା ହେଉଛି ଯେ ଝିଅ ସର୍ବଦା ଜାଣିବାକୁ ଚେଷ୍ଟା କରେ ଯେ ତାଙ୍କ ସାଥୀ ତାଙ୍କ ପ୍ରତି କେତେ ଧ୍ୟାନ ଦିଅନ୍ତି । କିମ୍ବା ସେ କେବଳ ରାଜି ହୋଇ ସେମାନଙ୍କର କୌଣସି କଥାକୁ ଅଣଦେଖା କରୁନାହାଁନ୍ତି ।

5. ଅଧିକାଂଶ ମହିଳା ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି । ସେଥିପାଇଁ ଝିଅମାନେ ସେମାନଙ୍କ ସମସ୍ୟାକୁ ଧ୍ୟାନ ଦେଉଥିବା ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିବା ପୁଅମାନଙ୍କୁ ଅଧିକ ପସନ୍ଦ କରନ୍ତି ।

6. ଯେଉ ମହିଳା ପ୍ରେମ ପ୍ରସଙ୍ଗରେ ଥାଏ ସେହି ମହିଳାଙ୍କୁ ନିଜ ପାର୍ଟନରଙ୍କ ସମସ୍ତ କଥା ଭଲ ଲାଗିଥାଏ ।