ଖୁସି ଖବର! କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି?
Advertisement

ଖୁସି ଖବର! କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି?

ଏଠାରେ କହି ରଖୁଛୁ ଯେ, ଯଦି କୌଣସି କାରଣରୁ ବ୍ୟକ୍ତିଙ୍କ ୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ହୋଇଯାଏ, ତେବେ ଏହି ଅଟଳ ପେନସନ୍ ଯୋଜନାର ଅର୍ଥ ଲାଭାର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ଦିଆଯିବ ।

ଖୁସି ଖବର! କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: Atal Pension Yojana: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା (Central Government scheme) ପରିଚାଳିତ ହେଉଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ସରକାର ଆପଣଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଦିଅନ୍ତି । ଏହି ଟଙ୍କା ଆପଣଙ୍କ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବ । ଅନେକ ଯୋଜନା ମାଧ୍ୟମରେ ସରକାର ଆପଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି । 

ଏହି ସରକାରୀ ଯୋଜନାର ନାମ ହେଉଛି ଅଟଳ ପେନସନ୍ ଯୋଜନା (Atal Pension Yojana) । ଏଥିରେ ଆପଣଙ୍କୁ ସରକାର ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପେନସନ୍ ରାଶି ପ୍ରଦାନ କରନ୍ତି । ଏଥିରେ ସରକାର ନାଗରିକମାନଙ୍କୁ ପ୍ରତିମାସରେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରନ୍ତି । ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ, ବିଶେଷକରି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏହି ଯୋଜନାରେ ନିବେଶ କରି ପେନସନର ଲାଭ ଉଠାଇ ପାରିବେ । ଏହି ଯୋଜନା ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି ।

ଏହି ଯୋଜନାରେ ନାଗରିକମାନଙ୍କୁ ପ୍ରତି ମାସରେ ପ୍ରିମିୟମ ରାଶି ଦେବାକୁ ପଡ଼ିଥାଏ । ଯଦି ଆବେଦନକାରୀଙ୍କୁ ୧୮ ବର୍ଷ ବୟସ ହୁଏ, ତେବେ ତାଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହା ବ୍ୟତୀତ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ପାଇବାକୁ ହେଲେ ୧୮ ବର୍ଷ ବୟସରେ କେବଳ ୪୨ ଟଙ୍କା ଦେବାକୁ ପଡ଼ିବ ।

ଏଠାରେ କହି ରଖୁଛୁ ଯେ, ଯଦି କୌଣସି କାରଣରୁ ବ୍ୟକ୍ତିଙ୍କ ୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ହୋଇଯାଏ, ତେବେ ଏହି ଅଟଳ ପେନସନ୍ ଯୋଜନାର ଅର୍ଥ ଲାଭାର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ଦିଆଯିବ ।

ଅଟଳ ପେନସନ୍ ଯୋଜନାରେ ନିଜର ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଯେଉଁଠାରେ ଆପଣଙ୍କର ସଞ୍ଚୟ ଆକାଉଣ୍ଟ ଅଛି  ଓ ସେଠାରେ ଯାଇ APY ପଞ୍ଜୀକରଣ ଫର୍ମ ପୂରଣ କରନ୍ତୁ । ଏହା ସହିତ ଆଧାର ଓ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଏହା ପରେ ସେହି ବ୍ୟାଙ୍କ ଆକାଉଣ୍ଟରୁ ଆପଣଙ୍କ କିସ୍ତି ପ୍ରତି ମାସରେ ସ୍ୱୟଂଚାଳିତ ଭାବରେ କଟାଯିବ ।

ଏହା ବି ପଢ଼ନ୍ତୁ:-ତିଆରି ହୋଇନାହିଁ ଏପର୍ଯ୍ୟନ୍ତ ରାସନ କାର୍ଡ? ଚିନ୍ତା କରିବାର ନାହିଁ ଆବଶ୍ୟକତା, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍

ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ଆପଣ ଏଥିରେ ମାସିକ, ତ୍ରୈମାସିକ ଏବଂ ଅର୍ଦ୍ଧ ବାର୍ଷିକ ନିବେଶ କରିପାରିବେ । ଆପଣଙ୍କୁ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ । ଏହା ପରେ ୪୨ ବର୍ଷରେ ଆପଣଙ୍କର ମୋଟ ନିବେଶ ୧.୦୪ ଲକ୍ଷ ଟଙ୍କା ହେବ ଓ ୬୦ ବର୍ଷ ପରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନସନ୍ ମିଳିବ । ଏହି ଯୋଜନାରେ କେବଳ ଗୋଟିଏ ସଦସ୍ୟଙ୍କ ନାମରେ କେବଳ ଗୋଟିଏ ଖାତା ଖୋଲା ଯାଇ ହେବ । ଆୟକର ବିଭାଗର 80CCD ଅଧୀନରେ, ଏହା ଟିକସ ଛାଡର ଲାଭ ପାଇଥାଏ । ପ୍ରଥମ ୫ ବର୍ଷ ପାଇଁ ସରକାରଙ୍କ ତରଫରୁ ମଧ୍ୟ ଯୋଗଦାନ ରାଶି ପ୍ରଦାନ କରାଯିବ ।