Shocking: ଚାର୍ ଜନ୍ ପିଲାକେ କେନାଲ୍ରେ ଫିଙ୍ଗିଦେଲା ବାପା
Advertisement

Shocking: ଚାର୍ ଜନ୍ ପିଲାକେ କେନାଲ୍ରେ ଫିଙ୍ଗିଦେଲା ବାପା

Shocking News: ଘରୋଇ କଲେଶ୍ ପରେ ଅଭିଯୁକ୍ତ ପୁଷ୍ପେନ୍ଦ୍ର କୁମାର୍ ନିଜର୍ ସ୍ତ୍ରୀଙ୍କେ ଗାଁରୁ 15 କିଲୋମିଟର୍ ଦୂର୍ରେ ଥିବାର୍ ବାପଘର୍କେ ଛାଡ଼ବାର୍କେ ଯାଇଥିଲେ। ଫେର୍ବାର୍ ପରେ କୁମାର୍ ତାଙ୍କର୍ ପିଲାମାନକେ କହିଥିଲେ ଯେ ସେ ସେମାନ୍କେ ନିକଟସ୍ଥ ଗୁଟେ ତୀର୍ଥସ୍ଥଲ୍ରେ ଏକ ମେଲାକେ ନେଇଯିବେ। 

Shocking: ଚାର୍ ଜନ୍ ପିଲାକେ କେନାଲ୍ରେ ଫିଙ୍ଗିଦେଲା ବାପା

Shocking: ପତ୍ନୀଙ୍କର୍ ସାଙ୍ଗେ ଯୁକ୍ତିତର୍କ କର୍ଲାପରେ ନିଜର୍ 4 ସନ୍ତାନକେ କେନାଲ୍ରକୁ ଫିଙ୍ଗିଦେବାର୍ ଅଭିଯୋଗ୍ରେ ଜଣେ ସ୍ୱାମୀଙ୍କେ ଗିରଫ୍ କରାଯାଇର୍ ବୁଧ୍ବାର୍ ସୂତ୍ରରୁ ପ୍ରକାଶ୍ ହେଇଛେ । ତାଙ୍କର୍ 12 ବରସ୍ର ଝି, ଯାହାକେ ସେ 30 ଫିଟ୍ ଉଚ୍ଚ ପୋଲ୍ରୁ ଉଲ୍ହେଇ ଦେଲେ, ସେ ନା କେବଲ୍ ସନ୍ତରଣ୍ କରିପାର୍ଲେ, ବରଂ ନିଜର୍ 2 ଭାଇଭଉଣୀକେଭି ଉଦ୍ଧାର୍ କରି ପାର୍ଲେ। କିନ୍ତୁ 4ର୍ଥ ଶିଶୁ 5ବରସ୍ର ଆଉ ସବୁଠୁ ସାନ ଯିଏ ଏବେଭି ନିଖୋଜ ରହିଛେ। 

ତେବେ ବାଟ୍ରେ ସେ ପୋଲ୍ ନିକଟ୍ରେ ଅଟ୍କି ତାଙ୍କର୍ ଚାରଟା ଛୁଆ ସୋନୁ (13), ପ୍ରଭା (12), କାଜଲ୍ (8) ଆଉ ହେମଲତା (5)ଙ୍କେ 15 ଫୁଟ୍ ଗଭୀର୍ ନାଲାରେ ଫିଙ୍ଗି ଦେଇଥିଲେ। ପ୍ରଭା କୂଲକେ ଡେଗ୍ଲା ଆଉ ତାର୍ ବହେନ୍ କାଜଲ୍କେ ମଧ୍ୟ ହାତ୍ରେ ଶକ୍ତ କରି ଧରି ଆନଲା। ଥରେ କୂଲକେ ଆସବାର ପରେ, ସେ ବୁଡି ଯାଉଥିବାର୍ ତାଙ୍କର୍ ବଡ଼ ଭାଇ ସୋନୁଙ୍କେ ଡାକିଥିଲେ ଆଉ ତାଙ୍କେ ସାହାୟ୍ୟ ପହଞ୍ଚାବାର୍ ପର୍ୟ୍ୟନ୍ତ୍ ଗୁଟେ ବ୍ରିଜ୍ ସ୍ତମ୍ଭକେ ଧର୍ବାରକେ କହିଥିଲେ। ତାରପରେ ସେ ପଥଚାରୀଙ୍କେ ର୍ସାହାୟ୍ୟ ଲାଗି ଚିତ୍କାର କରିଥିଲେ।

ସମସ୍ତ୍ ତୀନ୍ ଶିଶୁ ସୁସ୍ଥ୍ ଥିବାର୍ ବେଲେ ନିଖୋଜ୍ ଶିଶୁକେ ଖୁଜବାର୍ ଲାଗି ଏବେ ବୁଡାଲିଙ୍କେ ନିୟୋଜିତ୍ କରାଯାଇଥିବାର୍ ଗ୍ରାମବାସୀ କହିଛନ୍। ଈ ଘଟଣାକେ ବର୍ଣ୍ଣନା କରି ସୋନୁ କହିଛନ୍ ଯେ ମେଲା ଯିବାର୍ ଲାଗି ତାଙ୍କର୍ ବାପା ଗୁଟେ ଅଟୋରିକ୍ସା ବ୍ୟବସ୍ଥା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍, “ଆମେ ବହୁତ ଉତ୍ସାହିତ ହେଇଥିଲୁ ଆଉ ଭଲ୍ ପୋଷାକ୍ ପିନ୍ଧିଥିଲୁ। କିଛି ମିନିଟ୍ ଯାତ୍ରା କର୍ବାର୍ ପରେ ଆମେ ଗୁଟେ ପୋଲ୍ ଉପ୍ରେ ଅଟ୍କିଥିଲୁ। କେନାଲ୍ ଦେଖାବାର୍ ଲାଗି ଆମ୍କେ ନେଇଗଲେ। ସେ ଆମକେ ବାଢ ଉପରେ ବସେଇ ଦେଇଥିଲେ। କେନାଲ୍ର ଗଭୀରତା ବିଷୟରେ ପଚାର୍ବାର ଉପ୍ରେ ସେ ଆମକେ ଗୁଟେ ପରେ ଗୁଟେ ତଲକେ ଠେଲି ଦେଇଥିଲେ। ଆମେ ଏବେ ଭି ଆମର୍ ସାନ୍ ବହେନ୍କେ ଖୁଜି ନାଇ ପାରି।“

ପରେ ଗାଁର ଚୌକିଦାର ଚୋବ ସିଂହଙ୍କର୍ ଅଭିଯୋଗ୍ ଆଧାର୍ରେ ପୁଷ୍ପେନ୍ଦ୍ରର ବିରୋଧ୍ରେ ଆଇପିସି ଧାରା 363 (IPC Section 363)  (ଅପହରଣ୍) 307 (ହତ୍ୟା ଉଦ୍ୟମ୍) ଅନୁଯାୟୀ ଏଫଆଇଆର (FIR) ଦର୍ଜ୍ କରାଯାଇଥିଲା। ସିଂହ କହିଛନ୍ତି, ପୁଷ୍ପେନ୍ଦ୍ର ଜଣେ ଦିନ୍ ମଜୁରିଆ ଭାବେ କାମ୍ କରୁଥିଲେ। ସେ ଅଧିକାଂଶ୍ ସମୟ ନିଶାରେ ରହୁଥିଲେ। ତାଙ୍କର୍ ପତ୍ନୀ କେନ୍ସି ପ୍ରକାର୍ରେ ତିନ୍ ବଡ଼ ପିଲାଙ୍କେ ପାଠ୍ ପଢାବାର୍ ସୁନିଶ୍ଚିତ୍ କରିଥିଲେ।

ସହଓ୍ୱାର (Sahawar) ଏସ୍ଏଚ୍ଓ (SHO) ସିଦ୍ଧାର୍ଥ ତୋମାର କହିଛନ୍, “ତଦନ୍ତ୍ ସମୟରେ ଅଭିଯୁକ୍ତ ନିଜର୍ ଦୋଷ ସ୍ୱୀକାର୍ କର୍ବାର୍ ସାଙ୍ଗେ ନିଶାସକ୍ତ ଅବସ୍ଥାରେ ଈ କାର୍ଯ୍ୟ କରିଥିବାର୍ ଦାବି କରିଛନ୍। ତାଙ୍କେ ଜେଲ୍କେ ପଠେଇ ଦିଆଯାଇଛେ।“