ଶାରୀରିକ ସମ୍ପର୍କ ରଖିବା ବନ୍ଦ କରିବାରୁ ହୋଇଥାଏ ଏହି ୬ଟି ସମସ୍ୟା, ଜାଣନ୍ତୁ ଶରୀରର ଉପରେ କ'ଣ ପ୍ରଭାବ ପଡ଼ିଥାଏ
Advertisement

ଶାରୀରିକ ସମ୍ପର୍କ ରଖିବା ବନ୍ଦ କରିବାରୁ ହୋଇଥାଏ ଏହି ୬ଟି ସମସ୍ୟା, ଜାଣନ୍ତୁ ଶରୀରର ଉପରେ କ'ଣ ପ୍ରଭାବ ପଡ଼ିଥାଏ

Health Tips: ଯେଉଁମାନେ ନିୟମିତ ଶାରୀରିକ ସମ୍ପର୍କ ରଖନ୍ତି, ସେମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା କମ୍ ଥାଏ । ଫଳରେ ଶାରୀରିକ ସମ୍ପର୍କ ଗଢ଼ୁ ନଥିବା ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ୍ ଡିସଫଙ୍କସନର ଆଶଙ୍କା ଅଧିକ ଥାଏ । ନିୟମିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପୁରୁଷମାନଙ୍କର ଯୌନ ଅଙ୍ଗ ଉପରେ  ସକରାତ୍ମକ ପ୍ରଭାବ ପକାଇଥାଏ ।

ଶାରୀରିକ ସମ୍ପର୍କ ରଖିବା ବନ୍ଦ କରିବାରୁ ହୋଇଥାଏ ଏହି ୬ଟି ସମସ୍ୟା, ଜାଣନ୍ତୁ ଶରୀରର ଉପରେ କ'ଣ ପ୍ରଭାବ ପଡ଼ିଥାଏ

Health Tips: ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ପରି ଶାରୀରିକ ସମ୍ପର୍କ ମଧ୍ୟ ଜରୁରୀ ହୋଇଥାଏ । ଯଦିଓ ଲୋକମାନେ ଆମ ସମାଜରେ ଏହି ବିଷୟକୁ ନେଇ ଖୋଲାଖୋଲି ଭାବରେ କଥା ହେବାକୁ ସଙ୍କୋଚ କରନ୍ତି, କିନ୍ତୁ ସୁସ୍ଥ ରହିବା ମଧ୍ୟ ଏହାର ଆବଶ୍ୟକତା ରହିଛି । ନିୟମିତ ସମ୍ପର୍କ ରଖିବା ଦ୍ୱାରା ଶରୀରକୁ ଅନେକ ଲାଭ ପହଞ୍ଚାଇଥାଏ । ଯଦି ଆପଣ ସମ୍ୱନ୍ଧ ରଖିବା ବନ୍ଦ କରନ୍ତି, ତେବେ ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ଆଜି ଆମେ ଏହିପରି ୬ଟି ଅସୁବିଧା ବିଷୟରେ ଜାଣିବା...

୧. ରୋଗର ମୁକାବିଲା ପାଇଁ ଶରୀରର କ୍ଷମତା ଉପରେ ପ୍ରଭାବ 

ଅନେକ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ଯେ ଯୌନ ସମ୍ପର୍କ କରିବା ଦ୍ୱାରା ରୋଗର ମୁକାବିଲା ପାଇଁ ଶରୀରର କ୍ଷମତା ବଢ଼ିଥାଏ । ଯଦିଓ ହସ୍ତମୈଥୁନରୁ ମଧ୍ୟ ଲାଭ ମିଳେ, କିନ୍ତୁ ପୂର୍ଣ୍ଣ ଯୌନ କାର୍ଯ୍ୟକଳାପ ଆପଣଙ୍କୁ ସକ୍ରିୟ ଭାବରେ ସଂକ୍ରମଣ ଓ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।

୨. ହୃଦ ରୋଗ ବିପଦ 

ଯଦିଓ ଆପଣ ନିୟମିତ ବ୍ୟାୟାମ କରନ୍ତି ନାହିଁ ତ ଯୌନ ସମ୍ପର୍କ ଗଢ଼ିବାରୁ ଆପଣଙ୍କ ଶରୀରକୁ ସଠିକ୍ ଆକାରରେ ସୁସ୍ଥ ରଖେ । ଏପରି ନକରିବା ଦ୍ୱାରା ଆପଣଙ୍କ ମାଂସପେଶୀ ଓ ହର୍ମୋନ୍ ଉପରେ ଖରାପ ପ୍ରଭାବ ପକାଇପାରେ ।

୩. ଚାପର ଆଶଙ୍କା ବୃଦ୍ଧି 

ଷ୍ଟ୍ରେସ୍ ଓ ଟେନସନ ହ୍ରାସ କରିବାରେ ଶାରୀରିକ ସମ୍ପର୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅତ୍ୟଧିକ ଚାପ ରକ୍ତଚାପକୁ ବଢ଼ାଇଥାଏ ଓ ସମସ୍ୟା ସୃଷ୍ଟି କରିଥାଏ ।

୪. ପୁରୁଷଙ୍କୁ ଇରେକ୍ଟାଇଲ୍ ଡିସଫଙ୍କସନର ବିପଦ

ଯେଉଁମାନେ ନିୟମିତ ଶାରୀରିକ ସମ୍ପର୍କ ରଖନ୍ତି, ସେମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା କମ୍ ଥାଏ । ଫଳରେ ଶାରୀରିକ ସମ୍ପର୍କ ଗଢ଼ୁ ନଥିବା ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ୍ ଡିସଫଙ୍କସନର ଆଶଙ୍କା ଅଧିକ ଥାଏ । ନିୟମିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପୁରୁଷମାନଙ୍କର ଯୌନ ଅଙ୍ଗ ଉପରେ  ସକରାତ୍ମକ ପ୍ରଭାବ ପକାଇଥାଏ ।

୫.ଭଜାଇନାରେ କଠୋରତା 

ଯଦି ଆପଣ ଶାରୀରିକ ସମ୍ପର୍କ ରଖିବାକୁ ବାରଣ କରନ୍ତି ତ ଭଜାଇନା ଟାଇଟ୍ ହୋଇଯିବ । ଯାହା ଆପଣ ଭୁଲ୍ କରୁଛନ୍ତି । 

ଏହା ବି ପଢ଼ନ୍ତୁ:-ବାହାଘର ପାଇଁ ଚାପ ପକାଇଲେ ବୋଲି ଗର୍ଲଫ୍ରେଣ୍ଡକୁ ଭୁବନେଶ୍ୱରରୁ ନେଇଗଲା ସୁରତ, ୪୯ ଥର ଛୁରୀ ଭୁଷି କଲା ହତ୍ୟା

ଏହା ବି ପଢ଼ନ୍ତୁ:-ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ

୬. ଯୌନ ଇଚ୍ଛା ଉପରେ ଖରାପ ପ୍ରଭାବ 

କିଛି ବିଶେଷଜ୍ଞ କହିଛନ୍ତି ଯେ ନିୟମିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣଙ୍କର ଯୌନ ଇଚ୍ଛା ମଜଭୁତ ହୋଇଥାଏ । ସେମାନେ ମନେ କରନ୍ତି ଯେ ଯଦି ଆପଣ ଏଥିରୁ ନିବୃତ୍ତ ହୁଅନ୍ତି, ତେବେ ଯୌନ ସମ୍ପର୍କର ଇଚ୍ଛା ମଧ୍ୟ ହ୍ରାସ ପାଇବ ଓ ଶକ୍ତିରେ ମଧ୍ୟ କମି ଦେଖାଦେବ ।