Urfi Javed Part2: ଅତରଙ୍ଗୀ ପୋଷାକ ପାଇଁ ଉର୍ଫି ଜାଭେଦଙ୍କୁ ଟକ୍କର ଦେବେ ଏହି ଅଭିନେତ୍ରୀ, ବୋଲ୍ଡ ଅନ୍ଦାଜରେ ଆସିଲେ ନଜର
Advertisement

Urfi Javed Part2: ଅତରଙ୍ଗୀ ପୋଷାକ ପାଇଁ ଉର୍ଫି ଜାଭେଦଙ୍କୁ ଟକ୍କର ଦେବେ ଏହି ଅଭିନେତ୍ରୀ, ବୋଲ୍ଡ ଅନ୍ଦାଜରେ ଆସିଲେ ନଜର

Avneet Kaur Boldest Photos make her New Urfi Javed: ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନେ ନିଜର ବୋଲ୍ଟ ଫଟୋ ଓ ଭିଡିଓ ସେୟାର କରନ୍ତି । ଆଉ ଏମାନଙ୍କୁ ମଧ୍ୟରେ ଏସବୁ କାର୍ଯ୍ୟରେ ଆଗରେ ଅଛନ୍ତି ଟିଭି ଅଭିନେତ୍ରୀ ଅଭନୀତ କୌର (Avneet Kaur ) । ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ବୋଲ୍ଚ ଫଟୋ ଓ ଭିଡିଓ ସେୟାର କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Avneet Kaur Boldest Photos make her New Urfi Javed: ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନେ ନିଜର ବୋଲ୍ଟ ଫଟୋ ଓ ଭିଡିଓ ସେୟାର କରନ୍ତି । ଆଉ ଏମାନଙ୍କୁ ମଧ୍ୟରେ ଏସବୁ କାର୍ଯ୍ୟରେ ଆଗରେ ଅଛନ୍ତି  ଟିଭି ଅଭିନେତ୍ରୀ ଅଭନୀତ କୌର (Avneet Kaur ) । ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ବୋଲ୍ଚ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଯିଏ ଦେଖିବ ସିଏ ସ୍ତବ୍ଧ ହୋଇଯିବ । ଅଭିନେତ୍ରୀଙ୍କ ଏଭଳି ବୋଲ୍ଟ ଫଟୋ ଦେଖି କିଛି ୟୁଜର୍ସ ତାଙ୍କୁ 'ଉର୍ଫିଙ୍କ ପାର୍ଟ ଟୁ 'ବୋଲି ଡାକିବା ଆରମ୍ଭ କରି ଦେଇଛନ୍ତି । ଏବଂ କମେଣ୍ଟ ମଧ୍ୟ କରୁଛନ୍ତି । 

ତେବେ, ଅଭିନେତ୍ରୀଙ୍କ ବୟସ ବହୁତ କମ୍ ।  କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ । ପ୍ରତିଦିନ ସେ ନିଜର  କିଛିନା କିଛି ବୋଲ୍ଡ ଫଟୋ ଭିଡିଓ ଓ  ଫଟୋ ସେୟାର କରିବାରେ ଲାଗିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ,ଫ୍ୟାନ୍ସ ଙ୍କ ହାଟବିଟ ବଢି ଯାଇଥାଏ । ତେବେ, ନିକଟରେ ସେ ତାଙ୍କ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ,ଓ୍ବାଇଟ କ୍ରପ ଟପ୍ ଓ ଗ୍ରୀନ କର୍ଲର ଏକ ମିନି ସ୍କର୍ଟ ପିନ୍ଧିଛନ୍ତି । ଏହି ଫଟୋରେ ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି ଯେ,'ପରବର୍ତ୍ତୀ ଉର୍ଫି ଜାଭେଡ୍'। ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରୁଥିବେ ଯେ ଅବନୀତ ବହୁତ ହଟ୍ ଦେଖାଯାଉଛନ୍ତି । 

 

Also Read : Athiya Shetty: ବିବାହ ପରେ ପ୍ରଥମ ଥର ଭାଇରାଲ ହେଲା ଆଥିୟାଙ୍କ ଏଭଳି ଭିଡିଓ, ଫ୍ୟାନ୍ସ ହେଲେ ତାଜୁବ

 

ଅତରଙ୍ଗୀ ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ ହେଲେ ନିଜର ଅଜଗ ଗଜବ ଡ୍ରେସ ସହ ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଉର୍ଫି। ନିଜର ବୋଲ୍ଡ ଲୁକ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ତାଙ୍କର ଟ୍ରୋଲ ହେବା ସତେ ଯେମିତି ଗୋଟିଏ ପରମ୍ପରା ହୋଇସାରିଲାଣି । ନିକଟରେ ସେ ‘ପଠାନ’ ର ଅଭିନେତା ଶାହାରୁଖ ଖାନ୍‌ଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏକଥା ତ ଅଭିନେତ୍ରୀ ଥଟ୍ଟା ମଜାରେ କହିଥିଲେ । ହେଲେ ଏବେ ସେ କାହାକୁ ବିବାହ କରିବେ, ଏ ନେଇ ପ୍ରକାଶ କରିଛନ୍ତି । ଏ କଥାକୁ ନେଇ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 ପ୍ରଥମେ ତ ସାମ୍ବାଦିକଙ୍କ ଉପରେ ରାଗିଲେ ଯେ ଏତେ ପ୍ରଶ୍ନ କ’ଣ ପାଇଁ ପଚାରୁଛନ୍ତି ବୋଲି । ହେଲେ ସାମ୍ବାଦିକମାନେ ଯେବେ ସେ କାହାକୁ ବିବାହ କରିବେ ବୋଲି ପଚାରିଲେ, ଉର୍ଫି ଯାହା ଉତ୍ତର ଦେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଉର୍ଫି କହିଥିଲେ ଯେ ସେ ନିଜ ସହ ବିବାହ କରିବାକୁ ଯାଉଛନ୍ତି । ଏହା କହିବା ପରେ ଉର୍ଫି ହସିବାକୁ ଲାଗିଲେ ଓ ପୁଣି ଚାଲିଗଲେ । ହେଲେ ଉର୍ଫିଙ୍କ ଏହି ଭିଡିଓରେ ୟୁଜର୍ସ ଭଲ ଚଟପଟା ମସଲା ଲଗାଇଛନ୍ତି ।