Cancer Care: ଇ ଅତ୍ୟାଧୁନିକ୍ ଜ୍ଞାନକୌଶଲ୍ ଭାରତ୍ରେ କର୍କଟ ଚିକିତ୍ସା କ୍ଷେତ୍ରରେ ଆଣିଛେ ବୈପ୍ଲବିକ୍ ପରିବର୍ତ୍ତନ
Advertisement

Cancer Care: ଇ ଅତ୍ୟାଧୁନିକ୍ ଜ୍ଞାନକୌଶଲ୍ ଭାରତ୍ରେ କର୍କଟ ଚିକିତ୍ସା କ୍ଷେତ୍ରରେ ଆଣିଛେ ବୈପ୍ଲବିକ୍ ପରିବର୍ତ୍ତନ

Cancer Care Technologies: ଇତାର୍ ଚାର୍ହି ଆଡେ ଥିବାର୍ ସୁସ୍ଥ ତନ୍ତୁମାଙ୍କର୍ ସଂସ୍ପର୍ଶକେ କମ୍ କର୍ବାର୍ ସମୟରେ ଟ୍ୟୁମରକେ ଅଧିକ୍ ମାତ୍ରାରେ ବିକ୍ରଣ ପହଞ୍ଚାବାର୍ ଲାଗି ଅନୁମତି ଦେସି। ଆଜି ବ୍ୟବହୃତ୍ ଓ ବିକାଶାଧୀନ୍ କ୍ୟାନସରକେ ଆରୋଗ୍ୟ କର୍ବାର ଲାଗି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଲ।

Cancer Care: ଇ ଅତ୍ୟାଧୁନିକ୍ ଜ୍ଞାନକୌଶଲ୍ ଭାରତ୍ରେ କର୍କଟ ଚିକିତ୍ସା କ୍ଷେତ୍ରରେ ଆଣିଛେ ବୈପ୍ଲବିକ୍ ପରିବର୍ତ୍ତନ

Cancer Care:ବିଶ୍ୱବ୍ୟାପୀ ମୃତ୍ୟୁର ଗୁଟେ ପ୍ରମୁଖ୍ କାରଣ୍ ହଉଛେ କ୍ୟାନସର୍ (cancer) ଆଉ ସାମ୍ପ୍ରତିକ୍ ବରସମାନଙ୍କେ ଜୀବନଶୈଲୀରେ ପରିବର୍ତ୍ତନ୍, ଗୁରୁତ୍ୱପୂର୍ଣ୍ଣ କାରଣ ହୋଇଥିବାରୁ ଇତାର୍ ପ୍ରକୋପ୍ ବୃଦ୍ଧି ପାଇଛେ। ଭାରତ୍ରେ କ୍ୟାନସର୍ର ବୋଝ୍ ମଧ୍ୟ ବଢ଼ବାର୍ରେ ଲାଗିଛେ। କ୍ୟାନସର ରୋଗୀଙ୍କର୍ ନିଦାନ, ଚିକିତ୍ସା ଆଉ ପରିଚାଲନାରେ ଉନ୍ନତି ଆଣବାର୍ ଲାଗି ନୂତନ୍ ଜ୍ଞାନକୌଶଲ୍ ବିକଶିତ୍ କରାଯାଉଛେ।

ପ୍ରେସିଜନ୍ ମେଡିସିନ୍/ଅଙ୍କୋଲୋଜି (Precision Medicine/Oncology)
କ୍ୟାନସର୍ ରୋଗୀଙ୍କର ଚିକିତ୍ସାକେ ବ୍ୟକ୍ତିଗତ୍ କର୍ବାର ଲାଗି ପ୍ରିସିଜନ୍ ମେଡିସିନ୍ ଜିନୋମିକ ସୂଚନା (genomic information) ବ୍ୟବହାର କର୍ସି। ଇଟା ଡାକ୍ତରମାନକେ ଟ୍ୟୁମର୍ର ଜେନେଟିକ୍ ପ୍ରୋଫାଇଲ୍ (tumour genetic profile) ଆଧାର୍ରେ ରୋଗୀଙ୍କର ଲାଗି ସବୁଠୁ ପ୍ରଭାବଶାଲୀ ଚିକିତ୍ସା ଚୟନ୍ କରବାର୍ରେ ସକ୍ଷମ କରସି। ଇ ଆଭିମୁଖ୍ୟ ରୋଗ ନିର୍ଣ୍ଣୟର ସଠିକ୍ତା ଆଉ ଚିକିତ୍ସାର ପ୍ରଭାବକେ ବୃଦ୍ଧି କରିଛେ।

ରୋବୋଟିକ୍ ସର୍ଜରୀ (Robotic Surgery)
ଇଟା ଗୁଟେ ମିନିମାଲ୍ ଇନଭେସିଭ୍ ସର୍ଜିକାଲ ଟେକ୍ନିକ୍ (minimal invasive surgical technique) ଯାହାର୍ ଜଟିଲ୍ ପ୍ରକ୍ରିୟା କର୍ବାର୍ ଲାଗି ରୋବୋଟ୍ (robot) ବ୍ୟବହାର କରାଯାଏସି। କ୍ୟାନସର୍ ସର୍ଜରିରେ ଇତାକେ ଅଧିକ୍ ନିର୍ଭୁଲ୍ ଭାବ୍ରେ ଟ୍ୟୁମରକେ ବାହାର କର୍ବାର ଲାଗି ବ୍ୟବହାର କରାୟାଏସି, ଇତାର୍ ଆଖ୍-ପାଖ୍ ଟିସୁକେ (body tissue) କ୍ଷତି ପହଞ୍ଚାବାର୍ ଆଶଙ୍କାକେ ଭି କମ୍ କରିଥିସି। ଭାରତ୍ରେ କ୍ୟାନସର-ବିଶେଷୀକୃତ୍ ଅସ୍ତ୍ରୋପଚାର୍ (cancer specialized surgery) ଲାଗି ଡା. ଭିଞ୍ଚି ସର୍ଜିକାଲ୍ ସିଷ୍ଟମ୍ (Da Vinci surgical system) ବହୁତ୍ ବ୍ୟବହୃତ୍ ହେସି।
ଚିତ୍ର ନିର୍ଦେଶିତ୍ ବିକିରଣ୍ ଚିକିତ୍ସା (Image Guided Radiation Therapy IGRT)

IGRT ଗୁଟେ ପ୍ରକାର୍ର ରେଡିଏସନ୍ ଥେରାପି (radiation therapy) ଆଏ ଯେନ୍ଟା କ୍ୟାନସର ଟିସ୍ୟୁକେ ଠିକ୍ ଭାବରେ ଠାବ କର୍ବାର ଏବଂ ଚିକିତ୍ସା କର୍ବାର୍ ଲାଗି ଇମେଜିଂ କୌଶଲ୍ (imagining technique) ବ୍ୟବହାର କର୍ସି। ଇତାର୍ ଚାର୍ହି ଆଡେ ଥିବାର୍ ସୁସ୍ଥ ତନ୍ତୁମାଙ୍କର୍ ସଂସ୍ପର୍ଶକେ କମ୍ କର୍ବାର୍ ସମୟରେ ଟ୍ୟୁମରକେ ଅଧିକ୍ ମାତ୍ରାରେ ବିକ୍ରଣ ପହଞ୍ଚାବାର୍ ଲାଗି ଅନୁମତି ଦେସି।
ଆଜି ବ୍ୟବହୃତ୍ ଓ ବିକାଶାଧୀନ୍ କ୍ୟାନସରକେ ଆରୋଗ୍ୟ କର୍ବାର ଲାଗି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଲ ହଉଛେ ପ୍ରୋଟୋନ ଥେରାପି (Proton Therapy), ତରଲ୍ ବାୟୋପ୍ସି (Liquid Biopsy), ଥେରାନୋଷ୍ଟିକ୍ସ (Theranostics), ରେଡିଓମିକ୍ସ (Radiomics) ଆଉ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)।

କିନ୍ତୁ ଦେଶର୍ ଅନେକ୍ ସ୍ଥାନରେ ଏବେ ଭି ଇ ଜ୍ଞାନକୌଶଲ୍ର ଉପଲବ୍ଧତା ସୀମିତ ଅଛେ। କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକ୍ତା ଦେବାର୍ ଆବଶ୍ୟକ୍ତା ରହିଛେ, ଯାହାର୍ ଫଲ୍ରେ ସବୁ ରୋଗୀମାନେ ଇ ଉନ୍ନତ୍ ଚିକିତ୍ସାର ଲାଭ୍ ପାଇପାର୍ବେ।

Also Read: Vande Metro: ବନ୍ଦେ ମେଟ୍ରୋ ସେବା ପାଏବାର୍ରେ ବେଙ୍ଗାଲୁରୁ ପ୍ରଥମ୍ ସହର୍ ହେବା

Also Read: Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!